CHARIDHAM

ୟୁକ୍ରେନର ସୁମିରେ ଋଷର ଭୟଙ୍କର ଆକ୍ରମଣ, ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ 21 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି । ଋଷ ୟୁକ୍ରେନର ସୁମିରେ ଏକ ବିପଜ୍ଜନକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି, ଯାହା ସୁମିରେ ବ୍ୟାପକ ଧ୍ୱଂସ ଘଟାଇଛି । ଏହି…

ଦେଶ ଛାଡି ଚାଲିଯାଓ ନଚେତ୍…ଆମେରିକାରେ ରହୁଥିବା ବିଦେଶୀ ନାଗରିକଙ୍କ ପାଇଁ ଟ୍ରମ୍ପ ତିଆରି କଲେ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ନୂତନ ନିୟମ ଅନୁଯାୟୀ, 30 ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ…

APର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, 8ଜଣଙ୍କ ମୃତ୍ୟୁ! ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ 8 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା…

ବିବାହର 9 ଦିନ ପୂର୍ବରୁ ଭାବି ଶାଶୁ ସହିତ ଫେରାର ହୋଇଗଲା ଜ୍ବାଇଁ, ଶ୍ବଶୁରକୁ ଫୋନ କରି କହିଲା 20 ବର୍ଷ ରହିଲ ଏବେ ଭୁଲି ଯାଓ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଲିଗଡରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଭାବି ଶାଶୁ ସହିତ ଏପ୍ରିଲ 6 ତାରିଖରେ ଫେରାର ହୋଇଯାଇଥିଲା ଜ୍ବାଇଁ । ଏହାପରେ ନିଜ ବାପାଙ୍କୁ ଫୋନ କରି କହିଥିଲେଯେ, ଯେତେବେଳେ ଶାଶୁ…

ହୃଦୟ ବିଦାରକ ଘଟଣା..ସମ୍ପତ୍ତି ପାଇଁ ମହିଳାଙ୍କୁ ଜବରଦସ୍ତି ମଦ ପିଆଇଲେ, ପରେ ଜୀଅନ୍ତା ଜାଳି ନଦୀକୁ ଫିଙ୍ଗିଦେଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଇଟାୱାରେ ସମ୍ପତ୍ତି ବିବାଦକୁ ନେଇ ଜଣେ ମହିଳାଙ୍କ ହତ୍ୟାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ଜଣେ ପ୍ରପର୍ଟି ଡିଲର ଏବଂ ତାଙ୍କ ବ୍ୟବସାୟିକ ଅଂଶୀଦାରଙ୍କୁ ଗିରଫ…

ଆଲୁମିନିୟମ ଫଏଲ ସ୍ୱାସ୍ଥ୍ୟ ପାଇଁ କେତେ ବିପଦପୂର୍ଣ୍ଣ? ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରତ୍ୟେକ ଘରର ରୋଷେଇ ଘରେ ଆଲୁମିନିୟମ ଫଏଲର ବ୍ୟବହାର ହେଉଛି । ଟିଫିନ୍ ପ୍ୟାକ୍ କରିବା ହେଉ, ରୁଟି ଗରମ ରଖିବା ହେଉ କିମ୍ବା ବଳକା ଖାଦ୍ୟକୁ ଘୋଡାଇ ରଖିବା ହେଉ, ସବୁଥିରେ ଆଲୁମିନିୟମ୍…

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍ ବ୍ୟାଙ୍କ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ରହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍ ବ୍ୟାଙ୍କ । ସୂଚନା ଅନୁସାରେ, ଆଜି କେନ୍ଦ୍ର…

Char Dham Yatra Significance: ଜୀବନରେ ଥରେ ଚାରିଧାମ ଯିବା କାହିଁକି ଜରୁରୀ? ଏହାର ଗୁରୁତ୍ୱ ଏବଂ ସଠିକ୍ କ୍ରମ ଜାଣନ୍ତୁ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଚାରିଧାମ ଯାତ୍ରାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଦେବଭୂମି ଉତ୍ତରାଖଣ୍ଡରେ ଅବସ୍ଥିତ ଏହି ଚାରୋଟି ଧାମକୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି…

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲା କଂଗ୍ରେସ, ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ଆରମ୍ଭ ହେଲା ସଂକଳ୍ପ ଶିବିର

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଅଣ୍ଟାଭିଡିଲା କଂଗ୍ରେସ ।  କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ପୂର୍ବ ନିଷ୍ପତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସର୍ବୋଦୟ ସଂକଳ୍ପର ଦୁଇଦିନିଆ…

IED BLAST: ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ସହିଦ ହେଲେ ଯବାନ, ଅନ୍ୟଜଣେ ଗୁୁରୁତର

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଏକ ବଡ଼ ନକ୍ସଲ ଘଟଣା ଘଟିଛି । ଏଠାରେ ଚାଇବାସାରେ ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡିର କବଜାରେ ଆସି ଦୁଇଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି । ଏହି…