AFG vs ENG: ଇବ୍ରାହିମ ଜାଦ୍ରାନ ଭାଙ୍ଗିଲେ ବିଶ୍ୱ ରେକର୍ଡ; ଶତକ ସହିତ ସୃଷ୍ଟି କଲେ ନୂଆ ଇତିହାସ, CTରେ ପ୍ରଥମ ଥର ପାଇଁ ହେଲା ଏହି ଚମତ୍କାର

ନୂଆଦିଲ୍ଲୀ: ଆଫଗାନିସ୍ତାନର ଯୁବ ଓପନର ଇବ୍ରାହିମ ଜାଦ୍ରାନ ଇଂଲଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି । ଦଳର ଓପନର ଜାଦ୍ରାନ ଏହି ଟୁର୍ଣ୍ଣାମେଣ୍ଟରେ ଶତକ ହାସଲ କରିବାରେ…

Plane Crash: ବଡ଼ ଧରଣର ସେନା ବିମାନ ଦୁର୍ଘଟଣା, 46ରୁ ଅଧିକ ମୃତ

ନୂଆଦିଲ୍ଲୀ: ସୁଦାନର ଏକ ସେନା ବିମାନ ଦୁର୍ଘଟଣା ହୋଇଛି । ଓମଡୁରମାନ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ 46 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବୁଧବାର ଦିନ ଏକ ସଂକ୍ଷିପ୍ତ…

ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଜରୁରୀ ? ଏହି ସମୟରେ ପିଇଲେ ମିଳିବ ଫାଇଦା

ନୂଆଦିଲ୍ଲୀ: ଆୟୁର୍ବେଦରେ ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ପାଣି ପିଇବା ପର୍ଯ୍ୟନ୍ତ ଅନେକ ନିୟମ ରହିଛି । ଆୟୁର୍ବେଦରେ, ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବାକୁ ନିଷେଧ କରାଯାଇଛି । ଅଧିକାଂଶ ଲୋକ ଖାଇବା ସମୟରେ…

Bihar Cabinet Expansion: ବିହାର କ୍ୟାବିନେଟରେ ସଂପ୍ରସାରଣ, ବିଜେପିରୁ ୭ ମନ୍ତ୍ରୀ ନେଲେ ଶପଥ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ବିବାହ ରାଜନୀତିରେ ଏକ ପ୍ରଚାର ହଲଚଲ ହୋଇଛି ।  ଏଥର ବିଜେପି ବିଧାୟକଙ୍କ ମଧ୍ୟରୁ ସାତ ଜଣ ମନ୍ତ୍ରୀ ଭାବରେ ଶପଥ…

ସୁନୀଲ ଗୁପ୍ତାଙ୍କ ଖୁଲାସା: ଜେଲରେ ସୁବ୍ରତ ରୟଙ୍କୁ ଭେଟିବାକୁ ଆସୁଥିଲେ ଏୟାର ହୋଷ୍ଟେସ, କେଜ୍ରିଓ୍ବାଲ ବି ଜାଣିଥିଲେ..

ନୂଆଦିଲ୍ଲୀ: ତିହାର ଜେଲର ସୁପରିଣ୍ଟେଣ୍ଡେଣ୍ଟ ଥିବା ସୁନୀଲ ଗୁପ୍ତାଙ୍କ ବଡ଼ ବୟାନ । ଜେଲରେ ସୁବ୍ରତ ରୟ ଭିଭିଆଇପି ସୁବିଧା ପାଉଥିଲେ ବୋଲି ସେ ଆଜି କହିଛନ୍ତି । ସୁନୀଲ ଗୁପ୍ତା କୁହନ୍ତି ଯେ ଏୟାର ହୋଷ୍ଟେସ ଦିନକୁ…

Maha Kumbh 2025 Ends Today: ଆଧ୍ୟାତ୍ମିକତାର ଉତ୍ସବ..45 ଦିନରେ 65 କୋଟି ଭକ୍ତ, ୩ ଲକ୍ଷ କୋଟି ଟଙ୍କା ରାଜସ୍ୱ

ନୂଆଦିଲ୍ଲୀ: ଐତିହାସିକ ମହାକୁମ୍ଭ ୨୦୨୫ ଆଜି ଶେଷ ଦିନ । ମହା ଶିବରାତ୍ରୀରେ ଅମୃତ ସ୍ନାନ ସହିତ ଏହା ଶେଷ ହେବ । ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୬୫ କୋଟିରୁ ଅଧିକ ଭକ୍ତ…

ଏକତରଫା ପ୍ରେମର କରୁଣ ପରିଣତି, ଘରେ ପଶି ମହିଳାଙ୍କୁ ଛୁରାମାଡ଼

ଭୁବନେଶ୍ବର: କୋଣାର୍କରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ଼ । ଯେତେ ଏହି କାଣ୍ଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଯୁବକ । ଖବର ଅନୁସାରେ, ଗୋପ ଥାନା ଖଣ୍ଡାସାହିରେ ଘରେ…

ଏଣିକି ଛୁଆ ଦେଇପାରିବେ ସାକ୍ଷୀ, କୌଣସି ବୟସସୀମାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । କୁନି ଝିଅର କଥା ଶୁଣି ବାପାକୁ ସଜ୍ଜା ଦେଲେ ସୁପ୍ରିମକୋର୍ଟ । ଯଦି ଜଣେ ଛୁଆ ସାକ୍ଷୀ ଦେବା ପାଇଁ ଯୋଗ୍ୟ ତାହେଲେ ତଥ୍ୟ ଆଧାରରେ ବିଚାର କରାଯିବ ବୟସ…

Kedarnath Dham: କେବେ ଖୋଲିବ କେଦାରନାଥ ଧାମ? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ 2 ତାରିଖରେ ଖୋଲିବ କବାଟ । ସକାଳ 7ଟା ବେଳେ କେଦାରନାଥଙ୍କ ଦ୍ବାର ଖୋଲାଯିବ । ମହା…

ଆଜି ଜାଗର, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ଜାଗର । ଏନେଇ ଉତ୍ସବ ମୁଖର ପୁରପଲ୍ଲୀ । ସକାଳୁ ସକାଳୁ ମନ୍ଦିରରେ ଗହଳି ଲାଗି ରହିଥିବା ବେଳେ ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ପରିସର । ତେବେ ମହାଶିବରାତ୍ରୀ ଉପଲକ୍ଷେ…