କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ଏ କଣ ହେଲା…ଫୁସଫୁସରୁ ଯାହା ବାହାରିଲା ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଋଷର କଣ୍ଟେଣ୍ଟ କ୍ରିଏଟର ଏକାଟେରିନା ବାଦୁଲିନାଙ୍କ ପାଇଁ ଥଣ୍ଡା ପାଇଁ ଚିକିତ୍ସା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି । 34 ବର୍ଷିୟ ଏକାଟେରିନା ବାଦୁଲିନା ଦୀର୍ଘ ସମୟ ଧରି ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ…