ଡିସେମ୍ବର 31 ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ, ଦିନେ ଦୁଇଦିନ ଭିତରେ ଆରମ୍ଭ ହେବ କାର୍ଯ୍ୟ: ଆଇନ ମନ୍ତ୍ରୀ
ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ବଡ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜସ ହରିଚନ୍ଦନ । ଦିନେ ଦୁଇଦିନ ଭିତରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବା ନେଇ ମନ୍ତ୍ରୀ କହିଛନ୍ତି ।…