BREAKING: ଟୋଲ ଗେଟ୍ ନିକଟରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତ ଦଗ୍ଧ
ଭୁବନେଶ୍ବର: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । କଣ୍ଟେନର ସହିତ ଜଳିଗଲେ ଡ୍ରାଇଭର । ତେବେ ଭୟଙ୍କର ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଲକ୍ଷ୍ମଣନାଥ ଟୋଲ…