ଏ କେମିତିକା ଝଗଡା..ସ୍ତ୍ରୀକୁ ନଖୁଆଇ ଭୋଇବୋହୂକୁ ପିଜା ଖୁଆଇଲେ ସ୍ବାମୀ, ରାଗରେ ପେଟକୁ ମାରିଦେଲା ଗୁଳି
ନୂଆଦିଲ୍ଲୀ: ପିଜାକୁ ନେଇ ସ୍ବାମୀକୁ ଗୁଳି ମାରିଲା ସ୍ତ୍ରୀ । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ । ଭାଇବୋହୂକୁ ସ୍ବାମୀ ପ୍ରଥମେ ପିଜା ଖୁଆଇ ଦେଲେ ବୋଲି ରାଗିଗଲେ ସ୍ତ୍ରୀ । ନିଜ କ୍ରୋଧକୁ ସମ୍ଭାଳି ନପାରି…