OSSC ପରୀକ୍ଷାରେ ତ୍ରୁଟି! ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ଆଗୁଆ ପ୍ରଶ୍ନପତ୍ର ଖୋଲାଯାଇଥିବା ଅଭିଯୋଗ
ଭୁବନେଶ୍ବର: ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରୀକ୍ଷାରେ ତ୍ରୁଟି ଅଭିଯୋଗ । ଓସସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବରରୁ ସାମ୍ନାକୁ…