ରୂପା ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଦୀପାବଳି ସୁଦ୍ଧା ମୂଲ୍ୟ ୧.୩୦ ଲକ୍ଷ ଟପିଯିବ!
ନୂଆଦିଲ୍ଲୀ: ରୂପାର ଚମକ ଆଜିକାଲି ନିବେଶକମାନଙ୍କୁ ଆକର୍ଷିତ କରୁଛି । ଲଗାତାର ରେକର୍ଡ ଭାଙ୍ଗି ଆସୁଥିବା ରୂପାର ମୂଲ୍ୟ ଏବେ ନୂତନ ଶିଖର ଆଡକୁ ଗତି କରୁଛି ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଦୀପାବଳି…