ନୂଆ ନିୟମ: ଏଣିକି ସିନେମା ଅଧାରୁ ଉଠି ଆସିଲେ ଗ୍ରାହକଙ୍କୁ ଫେରସ୍ତ ହେବ ଟିକେଟ୍ ଅର୍ଥ!

ନୂଆଦିଲ୍ଲୀ: ସାଧାରଣ ଲୋକମାନେ ନିଜ ପସନ୍ଦର ଫିଲ୍ମ ଦେଖିବାକୁ ଶହ ଶହ ଟଙ୍କାରେ ଟିକେଟ୍ କିଣିଥାନ୍ତି । ଏପରିକି ୨-୪ ଘଣ୍ଟାର ଫିଲ୍ମ ପାଇଁ ଅନେକ ସ୍ଥାନରେ ଲୋକମାନେ ହଜାର ହଜାର ଟଙ୍କା ମଧ୍ୟ ଉଡ଼ାଇବାକୁ ପଛାଇ ନଥାନ୍ତି ।…

ଜଣେ ମୃତ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଦୁଷ୍କର୍ମ କୁହାଯିବ ନାହିଁ: ଛତିଶଗଡ଼ ହାଇକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମକୁ ନେଇ ଏକ ବଡ଼ ଶୁଣାଣି କରିଛନ୍ତି କୋର୍ଟ । ଏକ ମୃତଦେହ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଦୁଷ୍କର୍ମ କୁହାଯିବ ନାହିଁ । ଛତିଶଗଡ଼ ହାଇକୋର୍ଟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।…

Love Hormone ପାଇଁ ମଣିଷ ପ୍ରେମରେ ପଡ଼ୁଛି! ଲଭ୍ କରିବା, ରୋମାଣ୍ଟିକ୍ ହେବା, ହୃଦୟ ଦେବା ପଛର ରହସ୍ୟ ଖୋଜିଲା ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ତା’ ଜୀବନରେ ନିଶ୍ଚିତ ଭାବେ ପ୍ରେମରେ ପଡ଼ିଥାଏ । ତେବେ ଅନେକ ସମୟରେ ପ୍ରଥମ ଦେଖାରୁ ହିଁ ପ୍ରେମ ଆରମ୍ଭ ହୋଇଥାଏ ବୋଲି କୁହାଯାଇଥାଏ । ଏପରିକି ଦୁଇଟି ହୃଦୟକୁ ଯୋଡ଼ିବାରେ ଆଖିର ବଡ଼ ଭୂମିକା…

ଭାରତର ଦ୍ୱିତୀୟ ବୃହତ୍ ବିଜୟ: ପ୍ରଥମ ଦିନିକିଆରେ ୨୧୧ ରନରେ ଶୋଚନୀୟ ଭାବେ ହାରିଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ମହିଳା ଟିମ୍ କମାଲ କରିଛି । ପ୍ରଥମ ଦିନିଆରେ ଭାରତ ୨୧୧ ରନରେ ବୃହତ୍ ବିଜୟ ହାସଲ କରିଥିବା ବେଳେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍…

Epigamiaର ସହ-ପ୍ରତିଷ୍ଠାତା ରୋହନ ମିରଚନ୍ଦାନୀଙ୍କ ପରଲୋକ: ମାତ୍ର ୪୨ ବର୍ଷରେ ହାର୍ଟ ଆଟାକରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଦହି ବ୍ରାଣ୍ଡ ଏପିଗାମିୟାର ସହ-ପ୍ରତିଷ୍ଠାତା ରୋହନ ମିରଚନ୍ଦାନୀଙ୍କ ପରଲୋକ ଘଟିଛି । ମାତ୍ର ୪୨ ବର୍ଷ ବୟସରେ ଶ୍ରୀ ମିରଚନ୍ଦାନୀ ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେଶର…

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କାଫିଲା ଯିବା ସମୟରେ ଦୁର୍ଘଟଣା: ଗାଡ଼ି ଓଲଟି ୪ ଜଣ ଆହତ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେଙ୍କ କାଫିଲା ଯିବା ସମୟରେ ଏକ ଅଘଟଣ ଘଟିଛି । କାଫିଲାର ପୋଲିସ ଗାଡ଼ି ଓଲଟି ପଡ଼ିବା ଫଳରେ ୪ ଜଣ ପୋଲିସ କର୍ମୀ ଆହତ…

‘ମହାତ୍ମା ଗାନ୍ଧୀ ଭାରତର ନୁହନ୍ତି, ପାକିସ୍ତାନର ରାଷ୍ଟ୍ରପିତା ଥିଲେ’: ବଲିଉଡ ଗାୟକ ଅଭିଜିତଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା, କଳାକାର ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ପରିସରକୁ ଆସିଥାନ୍ତି । ପରବର୍ତ୍ତୀ ସମୟରେ କିଛି ବ୍ୟକ୍ତି ନିଜର ପୂର୍ବ ବୟାନ ପାଇଁ କ୍ଷମା ପ୍ରାର୍ଥନା…

ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିଜର ଟିମ୍ ଘୋଷଣା କରିଛି । ଏଥିସହିତ ଭାରତ ଗସ୍ତ ପାଇଁ ମଧ୍ୟ ଦିନିକିଆ ଓ ଟି-୨୦ ଟିମ୍ ଘୋଷଣା…

(Video) ପିଏମ୍ ମୋଦୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ କବୀର’: ମିଳିଲା ୨୦ତମ ଅନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ: ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଯାଇଛନ୍ତ । ଏହି ବିଦେଶ ଗସ୍ତ ଅବସରରେ ପିଏମ୍ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କୁଏତରେ…

ଓଡ଼ିଶାକୁ ହରାଇଲେ ଅର୍ଜୁନ ତେନ୍ଦୁଲକର: ପ୍ରଥମ ମ୍ୟାଚରେ ଟିମକୁ ଦେଲେ ବିଜୟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିଜୟ ହଜାରେ ଟ୍ରେଫି ୨୦୨୪-୨୫ର ପ୍ରଥମ…