fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୩୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୧୨ା୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୩୦ ହଜାର ୩୬୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

‘ଶବଦାହର ଧୂଆଁରେ ବ୍ୟାପିବ କରୋନା, ଅନ୍ତିମ ସଂସ୍କାର କର ନାହିଁ’- ଏମିତି କହି ମୃତଦେହକୁ ଫେରାଇ ଦେଲେ

ଯୋଧପୁର, ୧୨ା୫: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଦିନକୁ ଦିନ ଅଜବ ପ୍ରକାର ଘଟଣା ଦେଖିବାକୁ ମିଳୁଛି । ରାଜସ୍ଥାନରେ ଜଣେ କରୋନା ମୃତକଙ୍କ ଶବକୁ ଦାହ କରିବାକୁ ଦିଆଯାଇ ନାହିଁ । ଅନ୍ତିମ ସଂସ୍କାର ବେଳେ…

ବିଲ୍ ଓ ମେଲିଣ୍ଡାଙ୍କ ବିଚ୍ଛେଦର କାରଣ ଦେହ ବ୍ୟବସାୟୀ ଏପଷ୍ଟିନ୍

ନ୍ୟୁୟର୍କ, ୧୧ା୫: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ଛାଡ଼ପତ୍ର ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି । ଦୀର୍ଘ ୨୭ ବର୍ଷ ପରେ ବୈବାହିକ…

କରୋନା ସଂକ୍ରମିତ ବୋଲି ପ୍ରମାଣ ନାହିଁ, ତଥାପି ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ

ଗୁଣୁପୁର, ୧୧ା୫ (ଓଡିଶା ଭାସ୍କର): କରୋନା ପାଇଁ ଆଜି ନିଜ ଲୋକ ପର ହୋଇଯାଉଛନ୍ତି । ସଂକ୍ରମଣ ଭୟରେ ରକ୍ତ ରକ୍ତଠାରୁ ଦୂରେଇ ଯାଉଛି । ଏଭଳି ଉଦାହରଣ ଦେଖିବାକୁ ମିଳିଛି ଗୁଣୁପୁର ଅଞ୍ଚଳରେ । ପଦ୍ମଚରଣ ତୁଳ (୫୭) ନାମକ…

ଅନନ୍ତନାଗରେ ନିପାତ ହେଲେ ୩ ଆତଙ୍କବାଦୀ

ଶ୍ରୀନଗର, ୧୧ା୫: ସୁରକ୍ଷାବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସୁରକ୍ଷାବାହିନୀଙ୍କ ଗୁଳିରେ ଆତଙ୍କବାଦୀମାନେ ସଫା ହୋଇଛନ୍ତି । ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ…

କରୋନାରେ ୧୦ ମାଓବାଦୀ ମୃତ

ରାୟପୁର, ୧୧ା୫: କରୋନାରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ତେବେ ମାଓବାଦୀମାନେ ଏଥିରୁ ବର୍ତ୍ତି ପାରି ନାହାନ୍ତି । କରୋନାରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪୦୦ ଜଣ କରୋନାରେ ଆକ୍ରାନ୍ତ…

ଲକଡାଉନ୍: ଆସନ୍ତୁ ଜାଣିବା କେଉଁଠି ମଦ ଦୋକାନ ବନ୍ଦ ଆଉ କେଉଁଠି ଖୋଲା

ନୂଆଦିଲ୍ଲୀ, ୧୧ା୫: କରୋନାର ଦ୍ୱିତୀୟ ଲହରରେ ଦେଶରେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଗତବର୍ଷ ଲକଡାଉନ ସମୟରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିଥିଲା । ମଦରୁ ସର୍ବାଧିକ ଟିକସ ମିଳୁଥିବାରୁ…

ରାଜ୍ୟରେ ପ୍ରଥମ: କରୋନାରେ ୧୦ ବର୍ଷର ବାଳକର ମୃତ୍ୟୁ

ଭୁବନେଶ୍ୱର, ୧୧ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୧୦ ବର୍ଷୀୟ ବାଳକର କରୋନାରେ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି…

କରୋନା ଲଢ଼େଇ ପାଇଁ ଭାରତକୁ ୧୧୦ କୋଟିର ସହାୟତାର ପ୍ରଦାନ କଲା ଟୁଇଟର

ନୂଆଦିଲ୍ଲୀ, ୧୧ା୫: ଭାରତର କରୋନା ଲଢ଼େଇ ପାଇଁ ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ୧୧୦ କୋଟିର ସହାୟତା ପ୍ରଦାନ କରିଛି । ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି କହିଛନ୍ତି ଯେ, କେୟାର, ଏଡ୍ ଇଣ୍ଡିଆ ଓ ସେୱା ଇଣ୍ଟରନ୍ୟାସନାଲ ୟୁଏସ…

ଦେଶରେ ପୁଣି ବଢ଼ିଲା ମୃତ୍ୟୁ, କମିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୧ା୫ : ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୭୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…