Video; ଇନଷ୍ଟାଗ୍ରାମରେ ଲାଇକ୍ ପାଇଁ ସମ୍ପର୍କର ମର୍ଯ୍ୟାଦା ଭୁଲିଲେ ମହିଳା, ନିଜ ପୁଅ ସହ କଲେ ରୋମାନ୍ସ ସୁଟ୍

ଭୁବନେଶ୍ୱର : ସାମାଜିକ ପ୍ରଥାକୁ ପାସୋରି ଦେଲାଣି ସୋସିଆଲ ମିଡିଆ । ଧିରେ ଧିରେ ନିଜର ହିତାହତ ଜ୍ଞାନ ହରେଇଲେଣି ଲୋକେ । ଗୋଟେ ଆଡ଼ୁ ଦେଖିବାକୁ ଗଲେ ଆଧୋନିକତା ନାଁରେ ସଂସ୍କୃତିର ସତ୍କାର କରିସାରିଲେଣି ଯୁବପିଢ଼ି ।…

(Video) ଅଜବ ଏ ପ୍ରେମ କାହାଣୀ! ମୋହନଙ୍କ ପ୍ରେମରେ ଭିଜିଛି ମିଟୁ; ଡାକିଲେ ଜବାବ ଦିଏ

ଓଡ଼ିଶା ଭାସ୍କର: ମିଟୁ, ଛୋଟିଆ ଶୁଆଟିଏ, ମୋହନଙ୍କ ପ୍ରେମରେ ସମ୍ପୂର୍ଣ୍ଣ ବାନ୍ଧି ହୋଇଯାଇଛି । ମିଟୁ ବୋଲି ଡାକିଦେଲେ, ଜବାବ ଦେଉଛି, ମଣିଷ ଛୁଆ ପରି ମାଆ ବାପା ଡାକୁଛି ମିଟୁ । ପକ୍ଷୀଟିଏ ହେଲେ ମୋହନଙ୍କ ସହ ଗଢିଦେଇଛି…

କାହିଁକି ଗୋମାତାଙ୍କ ଆଖିରୁ ଝରେ ଲୁହ; ଜାଣନ୍ତୁ ଏପରି ହେଲେ ଘର ଉପରକୁ ଆସେ ହେଉଁ ବିପଦ…

ଓଡ଼ିଶା ଭାସ୍କର: ଗାଈକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ ଆଖ୍ୟାନ । କିମ୍ବଦନ୍ତୀ କହେ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଆପେ ଆପେ ଦୂର ହୋଇଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ…

ଗରିବଙ୍କ ପାଇଁ ଆସିଲା ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’: ନୂଆ ରୂପ ନେବ ସମ୍ବଲପୁର, ହେବ ଆଧୁନିକ

ସମ୍ବଲପୁର: ସମ୍ବଲପୁର ସହରରେ ଉଦଘାଟିତ ହୋଇଛି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ । ଗରିବ ଏବଂ ବଞ୍ଚିତ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ପାଇଁ ଏହାକୁ ଉଦଘାଟନ କରାଯାଇଛି । ସମ୍ବଲପୁରରେ ସ୍ୱାସ୍ଥ୍ୟ ସେବାକୁ ଯଥା ସମ୍ଭବ…

ଆଜି Last Date, କମ୍ ଖର୍ଚ୍ଚରେ ମିଳିପାରିବ BSNLର ଏହି ସ୍ପେସାଲ ଅଫର: ୩୬୫ ଦିନ ପାଇଁ ୬୦୦ GB ଡାଟା

ଓଡ଼ିଶା ଭାସ୍କର: ଫେଷ୍ଟିଭ ସିଜନ ଏବଂ ଦିୱାଲୀ ଅବସରରେ ଗ୍ରାହକଙ୍କୁ ବିଭିନ୍ନ ରିଚାର୍ଜ ପ୍ଲାନ ଭେଟି ଦେଇଛନ୍ତି ଟେଲିକମ୍ କମ୍ପାନୀ । ଏହି ଅବସରରେ ସରକାରୀ ଟେଲିକମ୍ କମ୍ପାନୀ BSNL ମଧ୍ୟ ଦମଦାର ପ୍ଲାନ ଲଞ୍ଚ୍ କରିଛି ।…

‘ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ’: ନବୀନ ପଟ୍ଟନାୟକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଟାର୍ଗେଟ କଲେ ନବୀନ । ରାଜ୍ୟ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । କହିଲେ- ‘ଆମର ବାର ବର୍ଷର…

ଏହି ୪ ଷ୍ଟାର ଖେଳାଳିଙ୍କୁ ଟାର୍ଗେଟ କରିବ RCB: ମେଗା ଅକ୍ସନ ପୂର୍ବରୁ ବିରାଟଙ୍କୁ ସାଥୀ ଖେଳାଳି ଦେଲେ ପ୍ରସ୍ତାବ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହେବା ପରେ ଏବେ ଅକ୍ସନକୁ ଅପେକ୍ଷା । ନଭେମ୍ବର ୨୪ ଏବଂ ୨୫ ତାରିଖରେ ଆସନ୍ତା ସିଜନ ପାଇଁ ମେଗା ଅକ୍ସନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରତ୍ୟେକ…

Video: ପରିବାରର ଭାର ଆଗରେ କେତେ ହାଲୁକା ପିଠିର ବୋଝ, ହାର୍ ମାନିଲା ପେଟର ଭୋକ…

ଭୁବନେଶ୍ୱର: ଭାଇରାଲ ହେଉଛି ସଙ୍ଘର୍ଷର ଭିନ୍ନ ଏକ ଦୃଶ୍ୟ । ଜୀବିକା-ଜୀବନର ସଙ୍ଘର୍ଷ ଭିତରେ ବଞ୍ଚିବା ପାଇଁ ଆହର । ମୁଣ୍ଡ ଉପରେ ଡହ ଡହ ଖରା, ପେଟେରେ ଭୋକ ଭିତରେ ହେଲେ ଆଖିରେ ଆଖିଏ ଲୁହ, କୋହ ଭରା ଚେହେରାକୁ ତାଙ୍କ…

ପୁରୁଷଙ୍କୁ ସୁଯୋଗ, ଝିଅଙ୍କୁ ନୁହେଁ: ଏସବୁ ଭୁଲ… ବିବାହ ବୟସ ପାର୍ଥକ୍ୟକୁ ନେଇ ଅଦାଲତଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହିଳା ଏବଂ ପୁରୁଷଙ୍କ ବିବାହର ନ୍ୟୁନତମ ବୟସରେ ଅନ୍ତର ରହିବା ଏକ ପିତୃସତ୍ତାତ୍ମକ ବ୍ୟବସ୍ଥାର ଏକ ସଂକେତ । ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ କରିଛନ୍ତି । ଅଦାଲତ…

ସାବଧାନ୍! ଏଥର ଶୀତରେ ରେକର୍ଡ ଭାଙ୍ଗିବ ଥଣ୍ଡା, ବୈଜ୍ଞାନିକ ଦେଲେଣି ଚେତାବନୀ

ନୂଆଦିଲ୍ଲୀ: ଚଳିତବର୍ଷ ଶୀତଋତୁରେ ଅନୁଭୂତ ହେବ ପ୍ରବଳ ଶୀତ । ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିବ ଜାଡ଼ । ପ୍ରବଳ ଶୀତରେ ଥରିବ ସାରା ଭାରତ । ଏ ନେଇ AMU ଭୂଗର୍ଭ ବୈଜ୍ଞାନିକ ମଧ୍ୟ ସଚେତନ କରାଇ ସାରିଲେଣି । ପ୍ରଶାନ୍ତ…