ବେଇମାନୀର ଶିକାର ହେଲେ ଋଷଭ? ମୁମ୍ବାଇ ଟେଷ୍ଟରେ ଅମ୍ପାୟାର ସାଜିଲେ ଭିଲେନ୍, ରାଗିଗଲେ ରୋହିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନସ୍ୱିପ ହୋଇଛି ଟିମ ଇଣ୍ଡିଆ । ଭାରତର ଦୁର୍ବଳ ବ୍ୟାଟିଂ ଲାଇନ୍ ଅପ୍ ଦଳକୁ ଏକ ଲଜ୍ଜାଜନ ପରାଜୟର ସ୍ୱାଦ ଚଖାଇଛି । ଏହି ଟେଷ୍ଟ ସିରିଜରେ ୦-୩ରେ ପରାସ୍ତ ହୋଇ କ୍ଲିନ ସ୍ୱିପର…

ଯାତ୍ରାରୁ ହଟିବ ‘ଅଶ୍ଳୀଳ ନାଚ’! ଅର୍ଦ୍ଧ ଉଲଗ୍ନ ହୋଇ ଡାନ୍ସ କରିବା ଉପରେ ଆସିବ କଟକଣା

ଭୁବନେଶ୍ୱର: ଖୁବଶୀଘ୍ର ଯାତ୍ରାକୁ ନେଇ ଆସିବ ଗାଇଡଲାଇନ୍ । ଯାତ୍ରା ପେଣ୍ଡାଲରେ ବାରମ୍ବାର ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିରୋଧ ହେବା ପରେ କଡ଼ା ନିଷ୍ପତ୍ତି ନିଆଯିବ । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ତାଗିଦ କରିବା…

ଏହି ୫ଟି ରାଶିଙ୍କୁ ନଭେମ୍ବରରେ ମିଳିବ ଅପୂର୍ବ ସଫଳତା: ହେବ ଧନ ଲାଭ, ଆସିବ ଖୁସିର ସମ୍ଭାର!

ଓଡ଼ିଶା ଭାସ୍କର: ୨୦୨୪ ମସିହାର ଏକାଦଶତମ ମାସ ଆରମ୍ଭ ହୋଇଯାଇଛି । ଏହି ମାସରେ ଗୋବର୍ଦ୍ଧନ ପୂଜା, ଭାଇ ଦୁଜ, ଛଠ୍ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି ପର୍ବ ପାଳନ କରାଯିବ । ତେଣୁ ଏହି ମାସ ବେଶ୍ ଶୁଭ ରହିବ ବୋଲି…

Cancel ହେବ ହଜାର ହଜାର ଲୋକଙ୍କ Aadhaar Card! ଲିଷ୍ଟରେ ନାହିଁ ତ ଆପଣଙ୍କ ନାଁ? ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ପାଲଟିଛି । ତେଣୁ ଯେକୌଣସି କାର୍ଯ୍ୟରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନ ଏହି ଆଧାର କାର୍ଡକୁ ନେଇ…

Indian Railwayରେ ବଡ଼ ନିଯୁକ୍ତି ସୁଯୋଗ: ଏହିସବୁ ପଦରେ ମିଳିବ ଚାକିରି, କେମିତି କରିବେ ଆବେଦନ?

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ରେଲୱେର ଗ୍ରୁପ-ଡି ପଦରେ ଥିବା ଖାଲି ସ୍ଥାନ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ରୋହିତ-ବିରାଟଙ୍କ ପାଇଁ କ୍ଲିନ ସ୍ୱିପ ହେଲା ଭାରତ! ସିରିଜ ପରାଜୟର ୪ଟି ପ୍ରକୃତ କାରଣ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଇତିହାସ ସୃଷ୍ଟି କରିଛି ନ୍ୟୁଜିଲାଣ୍ଡ । ୬୫ ବର୍ଷର ଟେଷ୍ଟ କ୍ରିକେଟରେ ପ୍ରଥମ ଥର ଘରୋଇ ମାଟିରେ କ୍ଲିନ ସ୍ୱିପ୍ ହୋଇଛି ଭାରତୀୟ ଦଳ । ତେବେ ଏହି ସିରିଜରେ ନ୍ୟୁଜିଲାଣ୍ଡ…

(Video) Oh My God! କି ଭୟଙ୍କର ଆଖି… ଅନ୍ତରୀକ୍ଷରୁ ଆଖି ଦେଖାଇ ଡରାଉଛି କିଏ? ନାସା ଦେଖାଇଲା ଅସଲ ଦୃଶ୍ୟ

ଓଡ଼ିଶା ଭାସ୍କର: ବ୍ରହ୍ମାଣ୍ଡ ଏପରି ଏକ ଶବ୍ଦ ଯାହାକୁ ଭାବିବା ଓ ଚିନ୍ତା କରିବା ପାଇଁ ବି ଆମ ମସ୍ତିଷ୍କ କମ ପଡ଼ିଯାଏ । ଯାହା ଆମ ଭାବନା ଠାରୁ ବି ଅନେକ ବଡ଼ । ବ୍ରହ୍ମଣ୍ଡ ଭିତରେ ରହିଛି ଆକାଶ ଗଙ୍ଗା ଏବଂ ଆକାଶ ଗଙ୍ଗା…

ଭାରତରେ ସବୁଠୁ ପବିତ୍ର ଏହି ୫ଟି ସରୋବର: ସ୍ନାନ କଲେ ମିଳିଥାଏ ମୋକ୍ଷ, ଦୂର ହୁଏ କଷ୍ଟ

ଓଡ଼ିଶା ଭାସ୍କର: ପ୍ରାଚୀନ କାଳରେ ଲୋକମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଓ ଈଶ୍ୱର ବିଶ୍ୱାସ ଭରି ରହିଥିଲା । କିନ୍ତୁ ଆଜିର ଆଧୁନିକ ଯୁଗର ଲୋକମାନେ ସେସବୁକୁ ବିଶ୍ୱାସ କରନ୍ତି ନାହିଁ । ତଥାପି ଆଜି ବି ଭାରତବର୍ଷରେ ଏପରି…

(Video) ଓଡ଼ିଶାରେ ଦିଶିଲେଣି ବିରାଟ କଇଁଛ… ଶ୍ରୀଲଙ୍କାରୁ ଆସି ପୁରୀ ବେଳାଭୂମୀରେ କରୁଛନ୍ତି ମଜା

ଓଡ଼ିଶା ଭାସ୍କର: ଶ୍ରୀଲଙ୍କାରୁ ପହଁରି ପହଁରି ଚାଲି ଆସିଲେ କଇଁଛ । ଏବେ ଶ୍ରୀଲଙ୍କାର ପାଣି ଆଉ କଇଁଛ ମାନଙ୍କୁ ଭଲ ଲାଗୁ ନାହିଁ । ପୁରୀ ଏବଂ ବ୍ରହ୍ମପୁର ମୁହାଁ ହେଉଛନ୍ତି ଅଲିଭ ରିଡଲେ କଇଁଛ । ବିରାଟ ବିରାଟ କଇଁଛ…

(Video) ମ୍ୟାଚ ମଝିରେ ପିଚକୁ ହାତୁଡ଼ିଲେ ପିଟିଲେ ଭାରତୀୟ ବୋଲର: କାହିଁକି କରୁଥିଲେ ଏମିତି?

ନୂଆଦିଲ୍ଲୀ: ଅଚାନକ ମ୍ୟାଚ ମଝିରେ ଗ୍ରାଉଣ୍ଡ ଷ୍ଟାଫଙ୍କ କାମ ଆରମ୍ଭ କରିଦେଲେ ଟିମ ଇଣ୍ଡିଆର ଷ୍ଟାର ବୋଲର ମୁକେଶ କୁମାର । ମ୍ୟାଚ ମଝିରେ ପିଚକୁ ହାତୁଡ଼ିରେ ପିଟୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ତେବେ…