ଶସ୍ତା ରିଚାର୍ଜ ପ୍ଲାନ ଆଣିଲା Reliance JIO: ମାତ୍ର ୫୧ ଟଙ୍କାରେ ମିଳିବ Unlimited 5G Data Service!
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ(Reliance JIO)ର ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ୟୁଜରଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ନିକଟରେ JIO ନିଜର ପ୍ରିପେଡ ଏବଂ ପୋଷ୍ଟପେଡ୍ ସମସ୍ତ ରିଚାର୍ଜ ପ୍ଲାନ ବୃଦ୍ଧି କରିଛି ।…