କୁମାର ପୂର୍ଣ୍ଣିମାରେ ମଣିଷ ମାଂସ ଖାଇଲା କୁମ୍ଭୀର; ଗାଈ ଚରାଳିଙ୍କୁ କରିଲା ଶିକାର

କେନ୍ଦ୍ରାପଡ଼ା: କୁମାର ପୂର୍ଣ୍ଣିମାରେ ମଣିଷ ମାଂସ ଖାଇଲା କୁମ୍ଭୀର । ପୂର୍ଣ୍ଣିମା ଚାନ୍ଦ ଆସିବା ଆଗରୁ, ମଣିଷ ଶିକାର କଲା କୁମ୍ଭୀର । ଜଣେ ଗାଈ ଚରାଳିଙ୍କୁ ଟାଣି ନେଲା କୁମ୍ଭୀର । ମହାକାଳପଡ଼ା ତନ୍ତିଆପାଳ ଥାନା…

ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି; ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ

ନୂଆଦିଲ୍ଲୀ: ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍ । ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ। ପଦାକୁ ଆସିଲା ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ । ସୁପ୍ରିମକୋର୍ଟଙ୍କ ପ୍ରଧାନ…

ଏହି ସବୁ ଗଛରେ ବାସ କରନ୍ତି ମା’ ଲକ୍ଷ୍ମୀ: ଘରେ ବର୍ଷିବ ଟଙ୍କା, ଦୀପାବଳି ପୂର୍ବରୁ ଲଗାନ୍ତୁ ଏହିସବୁ ଉଦ୍ଭିଦ

ଓଡ଼ିଶା ଭାସ୍କର: ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ପ୍ରକୃତିର ସମସ୍ତ ଜିନିଷ ଉପାସନା ଯୋଗ୍ୟ। ପ୍ରତ୍ୟେକ ଦେବତା ସହିତ ଜଡିତ ଏକ ବୃକ୍ଷ ସେମାନଙ୍କର ରୂପ ବୋଲି ବିବେଚନା କରାଯାଏ। ଉଦ୍ଭିଦ ବିଷୟରେ କହିବାକୁ ଗଲେ, ଦେବୀ…

କେବଳ ସିରାଜ ନୁହେଁ, ଧୋନୀଙ୍କୁ ବି ସେନାରେ ପ୍ରମୁଖ ଦାୟିତ୍ୱ: ଏହି ଭାରତୀୟ ଖେଳାଳି ପାଇଛନ୍ତି ବଡ଼ ପଦବୀ

ଓଡ଼ିଶା ଭାସ୍କର: ତେଲେଙ୍ଗାନା ପୋଲିସ ବିଭାଗରେ ଡିଏସପି ପଦବୀରେ ଦାୟିତ୍ୱ ନେଇଛନ୍ତି ଷ୍ଟାର କ୍ରିକେଟର ମହମ୍ମଦ ସିରାଜ । ଏଣିକି ୨ଟି ବିଭାଗରେ ସିରାଜ ଦେଶ ପାଇଁ କାର୍ଯ୍ୟ କରିବେ । ଡିଏସପି ପଦରେ ନିଯୁକ୍ତି ପାଇବା ପରେ…

୩ ମାସରେ ଟ୍ରମ୍ପଙ୍କ ପ୍ରଚାର ପାଇଁ ୭୫ ନିୟୁତ ଡଲାର ଦେଇସାରିଲେଣି ଏଲନ୍ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାବେ ପ୍ରଚାର ପାଇଁ ୭୫ ନିୟୁତ ଡଲାର ଦାନ କରିଛନ୍ତି । ସରକାରୀ ତଦନ୍ତ ବେଳେ ଏହି…

ବାଲିଯାତ୍ରାରେ ‘Bollywood Night’, ଲେଜର ସୋ’ରେ ଝୁମିବେ ଦର୍ଶକ: କ୍ରେଜରେ ଓଡ଼ିଆ ଅସ୍ମିତା

କଟକ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା । ମହାନଦୀ କୂଳରେ ପୁଣିଥରେ ଲାଗିବ ଭିଡ଼, ଜମିବ ନାଚଗୀତ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାଭିତରେ ବାଲିଯାତ୍ରାକୁ ନେଇ ଏକ ବଡ଼…

ପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ; ରାତିରେ ଏକ ଗ୍ୟାରେଜରେ ପଶି କଳାକନା ବୁଲାଇବା ବେଳେ ଧରାହେଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଟୁଙ୍ଗୁରୁ ଭୋଳ ଗିରଫ ହୋଇଛି। ରାତି ଅଧରେ ଏକ ଗ୍ୟାରେଜରେ ପଶି କଳାକନା ବୁଲାଇବା ବେଳେ ଧରାହୋଇଛି ଟୁଙ୍ଗୁରୁ ଭୋଳ। ସୂଚନା ଯୋଗ୍ୟ ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ…

୩୧ ତାରିଖ ନା ୧… କେବେ ପାଳନ ହେବ ପବିତ୍ର ଦୀପାବଳି? ହିନ୍ଦୁ ପଞ୍ଜିକା ଅନୁସାରେ ଜାଣନ୍ତୁ ପୂଜା ବିଧି

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସାରା ଦେଶରେ ଏହି ଉତ୍ସବକୁ ପାଳନ କରିବା ପାଇଁ ଅପେକ୍ଷା ରହିଛି । ହିନ୍ଦୁ ମାନ୍ୟତା ଅନୁଯାୟୀ ଆଲୋକର ଏହି ପର୍ବ ୫ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଧନତେରାସରୁ…

IND vs NZ ପ୍ରଥମ ଦିନରେ ଧୋକା ଦେଲା ବର୍ଷା: Toss ପଡ଼ିବା ପୂର୍ବରୁ ଖେଳ ରଦ୍ଦ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । କିନ୍ତୁ ସିରିଜର ପ୍ରଥମ ଦିନରେ ଉଭୟ ଦଳକୁ ଧୋକା ଦେଇଛି ମୌସୂମୀ ବର୍ଷା । ଲଗାଣ ବର୍ଷା ଯୋଗୁଁ ଟସ୍ ପଡ଼ିବା ମଧ୍ୟ ସମ୍ଭବ ହୋଇ ପାରିନାହିଁ ।…

ପୁରୀ ସହରକୁ ଜଗିବ ସିସିଟିଭି; ସବୁଠି ଛାଉଣି ହେବ CCTV, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଯୋଜନା

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ପାଇଁ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସିସିଟିଭି ଯୋଜନା । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ଲାଗିବି ସିସିଟିଭି । ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ…