ଜାନୁଆରୀ ପହିଲାରୁ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଏଲପିଜି ସିଲିଣ୍ଡର, ପେନସନ ଓ କାର ଦର…

ନୂଆଦିଲ୍ଲୀ: ଆଉ ଦିନକ ପରେ ନୂଆବର୍ଷ। ତେଣୁ ନୂଆ ବର୍ଷ ସହିତ ବଦଳିଯିବ କିଛି ନିୟମ। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିରେ କାର୍ ମୂଲ୍ୟ, ଏଲପିଜି ସିଲିଣ୍ଡର ମୂଲ୍ୟ, ପେନସନ ନିୟମ, ଆମାଜନ…

ଦେଶରେ ପାଳନ ହେଉଛି ରାଷ୍ଟ୍ରୀୟ ଶୋକ: ନୂଆ ବର୍ଷ ସେଲିବ୍ରେସନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଗତ ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଛି । ସେଥିପାଇଁ ଦେଶ ସାରା ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ…

ଜାନୁଆରୀରେ ୧ରୁ ୪ ସହରର ଆକାଶପଥ ସହ ଯୋଡ଼ି ହେବ ଓଡ଼ିଶା, ସିଏମ୍‌ଓ ପକ୍ଷରୁ ସୂଚନା

ଭୁବନେଶ୍ୱର: ଆଉ ୪ ସହରର ଆକାଶପଥ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶା । ଜାନୁଆରୀରେ ୧ରୁ ଝାରସୁଗୁଡ଼ାରୁ ୪ ସହରକୁ ଉଡ଼ିବ ବିମାନ । ଝାରସୁଗୁଡ଼ାରୁ ସିଧାସଳଖ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ଉଡ଼ିବ ।…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ‘ଲୁଲୁ’ର ମୃତ୍ୟୁ: ୩୬ ବର୍ଷ ରହି ନେଲା ବିଦାୟ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିମ୍ପାଞ୍ଜିର ମୃତ୍ୟୁ । ବୟସାଧିକ କାରଣରୁ ସିମ୍ପାଞ୍ଜିର ମୃତ୍ୟୁ ହୋଇଥିବା ସୂଚନା । ସିମ୍ପାଞ୍ଜିର ନାମ ଜୁଲୁ ଥିବାବେଳେ ୩୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି ।…

Video: ପ୍ରତିଭା ଆଗରେ ଫିକା ପଡ଼ିଲା ବୟସ,’ତୋବା ତୋବା’ ଗୀତରେ ମସ୍ତ୍ ଡ୍ୟାନ୍ସ କଲେ ଆଶା

ମୁମ୍ୱାଇ: ହିନ୍ଦୀ ସିନେମାର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ୯୧ ବର୍ଷ ବୟସରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। 'ତୋବା ତୋବା' ଗୀତରେ ତାଙ୍କ ଡ୍ୟାନ୍ସ ମୁଭ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ କରଣ…

ନୀଳଗିରିରେ ଆଦିବାସୀ ମହିଳାଙ୍କୁ ମାଡ଼ ମରାଯିବା ଘଟଣା: ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ନୀଳଗିରିରେ ଦୁଇ ଆଦିବାସୀ ମହିଳାଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଲେଖାଶ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲେ ବିଜେଡିର ମୁଖପାତ୍ର ଲେଖାଶ୍ରୀ…

କୋହଲିଙ୍କ ପରେ କଙ୍ଗାରୁଙ୍କ ଟାର୍ଗେଟରେ ରୋହିତ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଏବେ ଅଷ୍ଟ୍ରେଲିଆ ଗଣମାଧ୍ୟମ ରୋହିତ ଶର୍ମାଙ୍କୁ ଟାର୍ଗେଟ କରିଛି। ହିଟ୍‌ମ୍ୟାନ୍‌ଙ୍କ ଖରାପ କ୍ୟାପଟେନସିପ୍ କୁ ନେଇ ଅପମାନ। ଅଷ୍ଟ୍ରେଲିଆର 'ଦ ୱେଷ୍ଟ…

ମେଲବର୍ଣ୍ଣ ଟେଷ୍ଟ ହାରିବା ପରେ କ’ଣ କହିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା ?

ନୂଆଦିଲ୍ଲୀ: ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୮୪ ରନରେ ପରାସ୍ତ କରିଛି । ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାଶ୍ୟଜନକ…

କୋହଲିଙ୍କୁ ଅପମାନିତ କରି ଅଷ୍ଟ୍ରେଲିଆ ଗଣମାଧ୍ୟମର ଲଜ୍ଜାଜନକ କାର୍ଯ୍ୟ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଗଣମାଧ୍ୟମର ଟାର୍ଗେଟ୍ ରେ ବିରାଟ କୋହଲି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଅଷ୍ଟ୍ରେଲୀୟ ଗଣମାଧ୍ୟମ କ୍ରମାଗତ ଭାବେ କୋହଲିଙ୍କୁ କରୁଛନ୍ତି ଟାର୍ଗେଟ୍। ପଡ଼ିଆ ବାହାରେ ବିରାଟ କୋହଲିଙ୍କୁ…

ଜିରୋ ନାଇଟ୍‌ରେ ଜିରୋ ଟଲେରାନ୍ସ: ନୂଆବର୍ଷ ପାଇଁ ଦେଶର ବିଭିନ୍ନ ସହରରେ ଜାରିହେଲା କଟକଣା 

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ନୂଆବର୍ଷ। ବିଦାୟ ନେବ ବର୍ଷ ୨୦୨୪। ନୂଆବର୍ଷକୁ ସ୍ବାଗତ ସହ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁଠି ପ୍ରସ୍ତୁତି ଜୋରଦାରି। ଏହାରି ଭିତରେ ଦେଶର ବିଭିନ୍ନ ସହରରେ ବଢ଼ିଛି…