(Video) ନୂଆ ଜର୍ସିରେ ODI ଖେଳିବ ଟିମ ଇଣ୍ଡିଆ: କ୍ରିକେଟପ୍ରେମୀଙ୍କୁ ଉପହାର ଦେଲା BCCI

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ଲଞ୍ଚ୍ ହୋଇଛି ନୂଆ ଜର୍ସି । ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ବିସିସିଆଇ ସଚିବ ଜୟ ଶାହ ଏବଂ ମହିଳା ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର…

Champions Trophy-2025; ଭାରତଠୁ ପ୍ରତିଶୋଧ ନେବ ପାକିସ୍ତାନ କ୍ରିକେଟ: ICCକୁ ଧମକ ଦେଉଛି PCB

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତର ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିବାର ନାଁ ଧରୁନି । ତେଣୁ ଆଇସିସି ଉଭୟ…

ଫାଷ୍ଟଫୁଡ୍ ଠାରୁ ବହୁତ ଭଲ ଚକୁଳି: ଭାଙ୍ଗୁଥିଲେ ବନାନ୍ତୁ ଏପରି, ତାୱାରୁ ଆପେ ଉଠି ଆସିବ ପିଠା

ଓଡ଼ିଶା ଭାସ୍କର: ବିରି-ଚାଉଳ ଚକୁଳି ଖାଇବାକୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ । ଜଳଖିଆ ବ୍ୟତୀତ ଆପଣ ଏହାକୁ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନରେ ଆରାମରେ ଖାଇପାରିବେ । ଚକୁଳିକୁ ଆମ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଙ୍ଗଲ୍’: ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା

ଚେନ୍ନାଇ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଙ୍ଗଲ୍’ । ଅପରାହ୍‌ଣ ୨ଟା ୩୦ରେ ବାତ୍ୟାର ରୂପ ନେଲା ଗଭୀର ଅବପାତ । କାଲି ତାମିଲନାଡୁ ଉପକୂଳର ନିକଟବର୍ତ୍ତୀ ହେବ ବାତ୍ୟା । ‘ଫେଙ୍ଗଲ୍’ ପ୍ରଭାବରେ…

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କାହିଁକି?

ଓଡ଼ିଶା ଭାସ୍କର: ଏଣିକି ୧୬ ବର୍ଷରୁ କମ୍ ପିଲା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରିଛନ୍ତି ସରକାର । ସଂସଦରେ ଏଭଳି ଏକ…

ସରକାରଙ୍କୁ ମାଲାମାଲ କରିଦେଲା IPL-2025 Mega Auction: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏତିକି କୋଟି ରୋଜଗାର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ଶେଷ ହୋଇସାରିଛି । ଏଥିରେ ମୋଟ ୧୮୨ ଜଣ ଖେଳାଳି ନିଲାମ ହୋଇଥିବା ବେଳେ ଭାରତର ୧୨୦ ଜଣ ଖେଳାଳି ତାଲିକାରେ ସାମିଲ ରହିଛନ୍ତି । ତେବେ ଏହି ଅକ୍ସନରେ ଷ୍ଟାର କ୍ରିକେଟର ଋଷଭ…

ମୁଣ୍ଡ ବୁଲାଇଲାଣି ଜିଡିପି ଡାଟା: ୫.୪ ପ୍ରତିଶତକୁ ହ୍ରାସ ପାଇଲା ଅର୍ଥନୈତିକ ଅଭିବୃଦ୍ଧି ହାର

ମୁମ୍ୱାଇ: ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର ୨୦୨୪)ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୪ ପ୍ରତିଶତ ରହିଛି । ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜିଡିପି…

Bank Of Barodaରେ ବଡ଼ ନିଯୁକ୍ତି ସିୁଯୋଗ: ଏହି ପ୍ରାର୍ଥୀ କରିପାରିବେ ଆବେଦନ, ଜାଣନ୍ତୁ କେତେ ରହିବ ଦରମା

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ମିଳିଛି ବଡ଼ ସୁଯୋଗ । ବ୍ୟାଙ୍କ ଅଫ୍ ବରୋଦା ତରଫରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ମ୍ୟାନେଜର,…

ବାହାଘର ବେଳେ ବାଇଗଣ ରୁଆ: ମୋଦୀଙ୍କ ଗସ୍ତ ପାଇଁ କୁକୁର ଧରିବାକୁ ଯାଇ BMC ହଟହଟା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ହୋଇଛି ବିଏମସି। ପ୍ରଧାନମନ୍ତ୍ରୀଙ୍କର ଯେଉଁ ଯେଉଁ ସ୍ଥାନରେ ବୈଠକ ଅଛି ବା ଭୁବନେଶ୍ଵରରେ ରହିବା ସମୟରେ ଯେଉଁ ରାସ୍ତାରେ ସେ ଯିବେ ସେହି ରାସ୍ତାରେ ଗୋଟିଏ ବି କୁକୁର…

(Video) ମୋଦୀଙ୍କ ସହ ଏ ମହିଳା କିଏ? ପ୍ରଧାନମନ୍ତ୍ରୀଙ୍କ ଛାଇ ପରି ଅଛନ୍ତି, ହତ୍ୟା ଧମକ ପରେ ନୂଆ ପ୍ଲାନ…

ଓଡ଼ିଶା ଭାସ୍କର: ଆଉ କିଛି ସମୟ ଭିତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ ସଜେଇ ହୋଇଛି ଭୁବନେଶ୍ୱର । କିନ୍ତୁ ଓଡ଼ିଶା ଗସ୍ତ ଭିତରେ ମୋଦୀଙ୍କୁ ହତ୍ୟା ଧମକ ସମସ୍ତଙ୍କୁ ଆନ୍ଦୋଳିତ…