ମହାରାଷ୍ଟ୍ର: ଆଦିତ୍ୟ ଠାକରେ ନିର୍ବାଚନ ଲଢୁଥିବା ୱାର୍ଲିରେ କିଏ ଆଗୁଆ ଅଛନ୍ତି?

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ୱାର୍ଲି ନିର୍ବାଚନ ମଣ୍ଡଳୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୪୬୦୦ରୁ ଅଧିକ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି । ସେ ଏପର୍ଯ୍ୟନ୍ତ ୪୨ ହଜାରରୁ ଅଧିକ ଭୋଟ…

ଅଶୁଭ ସମୟ ଆସିଲେ, କାଳ ଭୈରବଙ୍କୁ କରନ୍ତୁ ସ୍ମରଣ, ସବୁ ଦୁଃଖ ହରିନେବେ ବାବା

ଓଡ଼ିଶା ଭାସ୍କର: ଭୈରବଙ୍କୁ ପୂଜା କରିବା ଦ୍ୱାରା ଯେତେ ଶୀଘ୍ର ସମ୍ଭବ ଅଶୁଭ ଗ୍ରହ ରାହୁ, କେତୁ ଓ ଶନିଙ୍କ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଯେଉଁ ରାଶିମାନଙ୍କୁ ଶନି କଷ୍ଟ ଦେଉଛନ୍ତି, ସେମାନେ ଏବଂ ଯେଉଁ ରାଶିର ରାହୁ…

ମୁଣ୍ଡରେ ପିସ୍ତଲ ରଖି ରିଲ୍ସ୍ କରୁଥିଲା ୧୩ ବର୍ଷୀୟ ବାଳକ; ଅଚାନକ ଫୁଟିଲା ଗୁଳି, ଘଟଣାସ୍ଥଳରେ ମୃତ୍ୟୁ

ମାଲଦା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଜଣେ ୧୩ ବର୍ଷୀୟ ବାଳକର ରିଲ୍ ହବି ରେ ମୃତ୍ୟୁ ଘଟିଛି। ଅଷ୍ଟମ ଶ୍ରେଣୀ ର ଏହି ଛାତ୍ର ପିସ୍ତଲ ସାହାଯ୍ୟରେ ଛାତ ଉପରେ ରିଲ୍ ତିଆରି କରୁଥିଲେ। ଏହାପରେ ମୁଣ୍ଡରେ ଗୁଳି ବାଜିବାରୁ…

ଏମିତି ବି ମୃତ୍ୟୁ ଆସେ; କଟକ ବାଲିଯାତ୍ରା ବୁଲିଲା ବେଳେ ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ

କଟକ: (ଓଡ଼ିଶା ଭାସ୍କର) କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ମୃତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ହେକି ଅବମାନନା କରି ପାରିବେ ନାହିଁ । ଏହା ବି ସତ୍ୟ ମୃତ୍ୟୁ ଦେଖେନି ଧର୍ମ, ଲିଙ୍ଗ,…

ୱାୟନାଡ ଉପନିର୍ବାଚନ: ଏପର୍ଯ୍ୟନ୍ତ କିଏ ଆଗୁଆ?

ନୂଆଦିଲ୍ଲୀ : କେରଳର ୱାୟନାଡ ଲୋକସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ୨୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀ ଦ୍ୱିତୀୟ ଏବଂ ବିଜେପି ପ୍ରାର୍ଥୀ ନବ…

ଯଦି ମହାରାଷ୍ଟ୍ର ନିର୍ବାଚନ ଫଳାଫଳରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିବନି, ତେବେ ତୃତୀୟ ମେଣ୍ଟ କୁଆଡ଼େ ଯିବ?

ମୁମ୍ୱାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ରାଜ୍ୟରେ ୩ଟି ମେଣ୍ଟ ୨୮୮ ଆସନ ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ଅନେକ ସ୍ୱାଧୀନ ଓ ବିଦ୍ରୋହୀ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି। ରାଜ୍ୟରେ…

କାହିଁକି ପ୍ରଥମ ସନ୍ତାନ ପାଇଁ ପାଳନ ହୁଏ ପ୍ରଥମାଷ୍ଟମୀ ପର୍ବ, ଏହା ପଛରେ କ’ଣ ରହିଛି ପରମ୍ପରା ?

ଭୁବନେଶ୍ୱର: ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ…

ଚାମ୍ପିୟନ୍ସ ଟ୍ରଫି ପାଇଁ BCCI ଓ PCB ସହ ଜରୁରୀ ବୈଠକ କରିବ ICC

ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ କୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଅଛି, କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା…

IND vs AUS: ୧୯୫୨ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଘଟିଲା ଏଭଳି ଘଟଣା…

ମୁମ୍ୱାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଉଦ୍ ଘାଟନୀ ମ୍ୟାଚ୍ ର ପ୍ରଥମ ଦିନରେ ହିଁ ପ୍ରଶଂସକଙ୍କ ରୋମାଞ୍ଚ ବଢ଼ିଯାଇଛି। ବୋଲରମାନେ ଏତେ ବିପର୍ଯ୍ୟୟ ଘଟାଇଥିଲେ ଯେ ଅଷ୍ଟ୍ରେଲିଆ ମାଟିରେ ଏମିତି…

ମଣିପୁର: ସୁରକ୍ଷା ବ୍ୟବସ୍ଥା ନେଇ କ’ଣ କହିଲେ ସରକାରଙ୍କ ସୁରକ୍ଷା ପରାମର୍ଶଦାତା?

ନୂଆଦିଲ୍ଲୀ: ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସୁରକ୍ଷା ସ୍ଥିତିର ସଦ୍ୟତମ ସ୍ଥିତି ଉପରେ ବୟାନ ଦେଇଛନ୍ତି । ଆଜି ଆମେ ସୁରକ୍ଷା ସମୀକ୍ଷା ବୈଠକ…