ସରକାରଙ୍କୁ ଠକିବାକୁ ବସିଥିଲା ପ୍ରେମିକା, ସୋସିଆଲ ମିଡିଆରେ ସବୁ ସିକ୍ରେଟ୍ ଖୋଲିଦେଲା ପ୍ରେମିକ

ଲକ୍ଷ୍ନୌ,୨୨ା୬: ଉତ୍ତରପ୍ରଦେଶର ବଦାୟୁଁରେ ଗର୍ଲଫ୍ରେଣ୍ଡ ବା ପ୍ରେମିକା ସରକାରଙ୍କୁ ବଡ଼ ଧରଣର ଠକିବାକୁ ଯାଉଥିଲା। ପ୍ରେମିକ ଏହାର ସୂଚନା ପାଇଲା ପରେ ସେ ଏହାକୁ ବିରୋଧ କଲା। ପୁଣି ଦୁଇଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି…

ଶ୍ରୀମନ୍ଦିରରେ କାହିଁକି ପଡ଼େ ନାହିଁ ଛାଇ, ଜାଣନ୍ତୁ ଏହା ପଛର ରହସ୍ୟ…

ପୁରୀ,୨୨ା୬:  ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ହିନ୍ଦୁଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରଭୁ ଜଗନ୍ନାଥ ମନ୍ଦିର ଭିତରେ ଏପରି ଅନେକ ଅସମାହିତ ରହସ୍ୟ ରହିଛି, ଯାହା ବିଷୟରେ କେହି ଜାଣିପାରି…

ଟ୍ରମ୍ପଙ୍କ ମଜା ଉଡ଼ାଇଲେ ରୁଷର ପୂର୍ବତନ ରାଷ୍ଟ୍ରପତି, କହିଲେ ଏମିତିରେ ବି ତୁମକୁ ନୋବେଲ…

ମସ୍କୋ,୨୨ା୬: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍ ପରେ  ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଜା ଉଡ଼ାଇଛନ୍ତି। ରବିବାର ଦିମିତ୍ରୀ କହିଛନ୍ତି, ଶାନ୍ତି…

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍ ନେଇ ପାକିସ୍ତାନ କହିଦେଲା ଏମିତି କଥା, ଯାହା ଜାଣିଲେ…

ଇସଲାମାବାଦ,୨୧ା୬: ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥଳ ଉପରେ ଆମେରିକାର ସାମରିକ ଆକ୍ରମଣକୁ କଡ଼ା ନିନ୍ଦା କରି ଏକ ସରକାରୀ ବିବୃତ୍ତି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି,…

ବିହାର ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ନିଷ୍ପତ୍ତି, ଘରକୁ ଘର ଯାଇ…

ନୂଆଦିଲ୍ଲୀ,୨୨ା୬: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭୋଟର ତାଲିକା ସଂଶୋଧନ…

ଆମେରିକା ପରେ ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିବ କି ରୁଷ୍‌? ପୁଟିନଙ୍କୁ ଭେଟିବେ…

ତେହେରାନ,୨୨ା୬: ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣ ପରେ ପଶ୍ଚିମ ଏସିଆର ଭୂ-ରାଜନୈତିକ ସମୀକରଣ ଏବେ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ଏହି ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି…

ମଝି ଆକାଶରେ ବଡ଼ ଅଘଟଣ: ହଟ୍ ଏୟାର ବେଲୁନରେ ନିଆଁ ଲାଗି ୮ ମୃତ, ୧୩ ଗୁରୁତର

ବ୍ରାସିଲିଆ,୨୧ା୬: ବ୍ରାଜିଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ୍ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର…

ପ୍ରେମିକକୁ ଘରକୁ ଡାକି ଜୋର୍ ଜବରଦସ୍ତ ଲଣ୍ଡା କରାଇଲେ ମହିଳା, ୧୧ ଜଣଙ୍କ ନାଁରେ ମାମଲା

ଲକ୍ଷ୍ନୌ,୨୧ା୬: ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ଏକ ଅଜବ ଘଟଣା ଦେଖବାକୁ ମିଳିଛି । ପ୍ରଥମେ ପ୍ରେମିକକୁ ଘରକୁ ଡାକିଲେ ପରେ ଲୋକ ଲଗାଇ ଯୁବକଙ୍କୁ ମାଡ଼ ମାରିବା ସହିତ ଜୋରଜବରଦସ୍ତ ଲଣ୍ଡା କରିଛନ୍ତି ଜଣେ ମହିଳା।…

ଇରାନ-ଇସ୍ରାଏଲ ଯୁଦ୍ଧ ନେଇ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ, କହିଲେ ଏବେ ଏହା ସ୍ପଷ୍ଟ ଯେ…

ଶ୍ରୀନଗର,୨୧ା୬: ଇରାନ- ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯେ ଇସ୍ରାଏଲ ଏବଂ ଇରାନ ଖୁବ୍ ଶୀଘ୍ର ପରସ୍ପର ଉପରେ…

ସାରା ବିଶ୍ୱରେ ଖେଳିଗଲା ଆତଙ୍କ: ପରମାଣୁ ଟେଷ୍ଟ୍ କଲା କି ଇରାନ? ଥରିଲା ଚାରିଆଡ଼

ତେହେରାନ,୨୧ା୬: ଇରାନ-ଇସ୍ରାଏଲ ଶନିବାର ପରସ୍ପର ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ତେହେରାନ କହିଥିଲା ​​ଯେ, ଏହା ବିପଦ ସମୟରେ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବ ନାହିଁ।…