ଶୁଟିଂ ହେବ ରାଜାମୌଲିଙ୍କ ବ୍ଲକବଷ୍ଟର ପ୍ରୋଜେକ୍ଟ: ଆସିବେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା
ଭୁବନେଶ୍ୱର: ପାହାଡ଼ର ଚଢ଼େଇ, କୁହୁଡ଼ି ସକାଳ, ଘନ ଜଙ୍ଗଲ ଏବଂ ନିର୍ମଳ ଝରଣା ପାଇଁ ପ୍ରସିଦ୍ଧ, କୋରାପୁଟ ଦ୍ରୁତ ଗତିରେ ଏକ ଆକର୍ଷଣୀୟ ଫିଲ୍ମ ଶୁଟିଂର ଗନ୍ତବ୍ୟସ୍ଥଳ ହେବାକୁ ଯାଉଛି। ଗତ ବର୍ଷ, ଅନୁଷ୍କା ଶେଟ୍ଟୀଙ୍କ…