ସାରାରାତି ବାର ପବ୍ ଖୋଲୁଥିଲେ ହୋଇଯାଆନ୍ତୁ ସାବଧାନ; ଅବକାରୀ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର: ରାତି ସାରା ବାର ପବ୍ ଖୋଲୁଥିଲେ ବାର ମାଲିକଙ୍କୁ ଲାଗିବ ଝଟକା । ଏମିତି କରୁଥିବା ବାର ମାଲିକଙ୍କୁ ଅବକାରୀ ବିଭାଗର କମିଶନର କଡା ଚେତାବନୀ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ…