ଫୁଟୁଥିବା ତରକାରୀରେ ପଡି ଦେଢ଼ ବର୍ଷର ଝିଅର ମୃତ୍ୟୁ, ୨ ବର୍ଷ ପୂର୍ବରୁ ଡାଲିରେ ପଡ଼ି ବଡ ଝିଅର ବି ଯାଇଥିଲା ଜୀବନ

ଉତ୍ତରପ୍ରଦେଶ: ଫୁଟୁଥିବା ତରକାରୀରେ ପଡି ଦେଢ଼ ବର୍ଷର ଝିଅର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୋନଭଦ୍ରରେ। ଯେଉଁଠି ମୃତ ଶିଶୁର ମାଆ ଦୋକାନ ପାଇଁ ଗ୍ୟାସରେ ଚଣା ରାନ୍ଧୁଥିବା ସମୟରେ କୁନି…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ବଳାତ୍କାର ମାମଲାରେ ଡାକ୍ତରୀ ପରୀକ୍ଷା ସହିତ ଗର୍ଭଧାରଣ ପରୀକ୍ଷା ବାଧ୍ୟତାମୂଳକ

ମଧ୍ୟପ୍ରଦେଶ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ବଳାତ୍କାର ଅଭିଯୋଗରେ ଡାକ୍ତରୀ ପରୀକ୍ଷା ସହିତ ଗର୍ଭଧାରଣ ପରୀକ୍ଷା ବାଧ୍ୟତାମୂଳକ। ମଧ୍ୟପ୍ରଦେଶର ହାଇକୋର୍ଟ ନାବାଳିକା ପୀଡିତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି…

ନାବାଳକ ପୁଅ ସହ ବର୍ବର କାଣ୍ଡ, ଜୋର ଜବରଦସ୍ତି ପିଆଇଲେ ପରିସ୍ରା, ମାଡ ମାରି କରାଇଲେ ଖରାପ କାମ

ଉତ୍ତରପ୍ରଦେଶ: ନାବାଳକ ପୁଅ ସହ ନିଷ୍ଠୁରତାର ସୀମା ଟପିଗଲା। ପୁଅଟିକୁ ମାଡ ମାରି ତା ସହ କରାଯାଇଥିଲା ଘୃଣ୍ୟ କାମ। ଏପରି କିଛି ତା ସହ ହୋଇଥିଲା ଯାହାକୁ ଶୁଣିଲା ପରେ ଆପଣଙ୍କ ଲୋମ ମଧ୍ୟ ତାଙ୍କରି ଉଠିବ। ଏପରି ଘଟଣା…

ଯାଜପୁରରେ 1 ରୁ ଖୋଲିବ ହୋଟେଲ, ମିଳିଲା ଜିଲ୍ଲାପାଳଙ୍କ ଅନୁମତି

ଯାଜପୁର: ଯାଜପୁରରେ ଖାଦ୍ୟ ପାଇଁ ଲୋକେ ଛଟପଟ ହେଉଥିବାବେଳେ ମିଳିଛି ଏକ ଆଶ୍ବସ୍ତିକର ଖବର। ଜୁଲାଇ 1 ରୁ ଖୋଲିବ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଷ୍ଟ୍ରିଟଫୁଡ ଦୋକାନ। ଡାଇରିଆ ପାଇଁ ଏହି ସବୁ ବନ୍ଦ ଥିଲାବେଳେ…

ୟୁରିନ ଇନଫେକ୍ସନ ହେଲେ କଣ ସବୁ ଲକ୍ଷଣ ଦେଖାଯାଏ? ଆସନ୍ତୁ ଜାଣିବା

ଓଡିଶା ଭାସ୍କର: ୟୁରିନ ଇନଫେକ୍ସନ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଅଟେ। ଏହି ସଂକ୍ରମଣ ସେତେବେଳେ ହୁଏ ଯେତେବେଳେ ଜୀବାଣୁ ମୂତ୍ରନଳୀ ଦେଇ ମୂତ୍ରାଶୟକୁ ଯାଆନ୍ତି ଏବଂ ସେଠାରେ ବୃଦ୍ଧି ପାଇବା ଆରମ୍ଭ କରନ୍ତି।…

ପ୍ରେମର କରୁଣ ପରିଣାମ, ପେଟରୁ ଅନ୍ତନଳୀ ବାହାର କରି ପୋଡ଼ିଦେଲେ!

ନୂଆଦିଲ୍ଲୀ: ଯୁବକଙ୍କୁ ମାରି, ତାଙ୍କ ପେଟରୁ ଅନ୍ତନଳୀ ବାହାର କରି ପୋଡ଼ିଦେଲେ ଦୁର୍ବୁତ୍ତ, ଯାହା ଥିଲା ପ୍ରେମର ପରିମାଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନୂଆଦିଲ୍ଲୀରେ। ଏହି ଘଟଣା ପ୍ରାୟ 23 ବର୍ଷର ପୁରୁଣା।…

ସ୍ୱାମୀ ସାଜିଲା ରାକ୍ଷସ, ଭୁଲିଗଲା 7 ବଚନ, ସ୍ତ୍ରୀକୁ ମାରି ଫାଶୀ ଦଉଡ଼ିରେ ଝୁଲାଇଦେଲା

ଉତ୍ତରପ୍ରଦେଶ: ମଦ ଉଜୁଡେଇ ଦେଲା ସଂସାର। ବାହା ବେଦିରେ ଦେଇଥିବା ସାତଟି ପ୍ରତିଜ୍ଞା ଏବଂ ସାତ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଶ୍ରୁତି ଭୁଲିଗଲା ସ୍ୱାମୀ। ମଦ ପିଇ ନିଜ ସ୍ତ୍ରୀକୁ ହତ୍ୟା କରି ଫାଶୀ ଦଉଡ଼ିରେ…

3 ବର୍ଷର ଛୁଆ ଉପରେ ଚଢ଼ିଗଲା SUV, ତା ପରେ…

ଗୁଜୁରାଟ: ଖେଳୁଥିବା ସମୟରେ 3 ବର୍ଷର ଛୁଆ ଉପରେ ଚଢ଼ିଗଲା SUV କାର। ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ନବସାରୀ ଜିଲ୍ଲାରେ। ଯାହାକୁ ଦେଖି ସେଠାରେ ଥିବା ସମସ୍ତ ଲୋକଙ୍କ ଆଖି ଛଳଛଳ ହୋଇଗଲା।…

ଲାଞ୍ଚୁଆ ଫାର୍ମାସିଷ୍ଟଙ୍କୁ ଜେଲଦଣ୍ଡ, 2 ବର୍ଷ ଜେଲଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ

ସୁନ୍ଦରଗଡ଼: ଲାଞ୍ଚୁଆ ଫାର୍ମାସିଷ୍ଟଙ୍କୁ ମିଳିଛି ଜେଲଦଣ୍ଡ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡରେ। ଗୁରୁଣ୍ଡିଆର ପୂର୍ବତନ ଫାର୍ମାସିଷ୍ଟ ସନତ କୁମାର ମହାନ୍ତି ଜଣେ ରୋଗୀଙ୍କ ଠାରୁ 12 ଶହ ଟଙ୍କା ଲାଞ୍ଚ…

ଓଟ ଆକୃତିର ମଲ, ରାତିରେ କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ

ଓଡିଶା ଭାସ୍କର: ଓଟ ଆକୃତିର ମଲ, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ମଲ ସାଉଦି ଆରବରେ ନିର୍ମିତ ହେଉଛି। ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ତିଆରି ହୋଇନଥିବାବେଳେ ଏହାର ଭିଡିଓ ସୋସିଆଲ…