ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଗଲା

ଅନୁଗୁଳ: ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ। ଅନୁଗୁଳର ଜରପଡା ଥାନା କତଡା ଗାଁରେ 8 ଟିକିଆ ହାତୀପଲ ପଶି ଆକ୍ରମଣ କରୁଥିବାବେଳେ ତାଙ୍କୁ ଘଉଡାଇବାକୁ ଯାଇ ହାତୀ…

ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇଦେଲେ ସ୍ୱାମୀ ସ୍ତ୍ରୀ, ତା ପରେ…

ଛତିଶଗଡ଼: ସାମାନ୍ୟ ଟଙ୍କା ପାଇଁ ଜଣେ ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇ ସୁଟକେସରେ ପୁରାଇ ଫୋପାଡ଼ି ଦେଲେ ସ୍ୱାମୀ ସ୍ତ୍ରୀ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଛତିଶଗଡ଼ର ରାୟପୁରର ଏକ ଆବାସିକ…

କିଡ଼ନୀ ଫେଲ୍ୟୁଅରକୁ ଚିହ୍ନିବେ କିପରି? ଏହାର ଲକ୍ଷଣ କଣ? ଆସନ୍ତୁ ଜାଣିବା

ଓଡିଶାଭାସ୍କର: କିଡ଼ନୀ ଫେଲ୍ୟୁଅର ସମସ୍ୟା ଏବେ ପ୍ରାୟ ଲୋକଙ୍କ ଠାରେ ଦେଖାଯାଉଛି। ତେବେ ଏହା ଆରମ୍ଭ ହେବା ପୂର୍ବରୁ ଆପଣ ଜାଣିବେ କିପରି? ଏହାର ଲକ୍ଷଣ କଣ? ଆସନ୍ତୁ ଜାଣିବା କିଡନୀକୁ ଆମ ଶରୀରର ଫିଲ୍ଟର ମେସିନ୍…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି

ପୁରୀ: ସୁରକ୍ଷା ବଳୟରେ ପୁରୀ। ଆଉ ଦିନକ ପରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାବେଳେ ସୁରକ୍ଷା କଡ଼ାକଡ଼ି ହୋଇଛି। ସୁରକ୍ଷା ଦାୟିତ୍ୱରେ 200 ପ୍ଲାଟୁନ ପୁଲିସ ମୁତୟନ ହେବା ସହିତ ସହଯୋଗ କରିବେ 12 ଶହ ଅଫିସର।…

ଆଜି 12 ଟା 1 ମିନିଟରେ ଲଞ୍ଚ ହେବ ଆକ୍ସିଅମ-4 ମିଶନ

ନୂଆଦିଲ୍ଲୀ: ଆଜି 12 ଟା 1 ମିନିଟରେ ଲଞ୍ଚ ହେବ ଆକ୍ସିଅମ-4 ମିଶନ। ଫ୍ଲୋରିଡ଼ା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଉଡାଣ ଭରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ କ୍ରୁ…

ଯୁଦ୍ଧ ଜର୍ଜରିତ ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ଯୁଦ୍ଧ ପ୍ରଭାବିତ ଇସ୍ରାଇଲରୁ ଫେରି ଦିଲ୍ଲୀରେ ପହଞ୍ଚିଲେ। ଇରାନ ଏବଂ ଇସ୍ରାଇଲର ଘମାଘୋଟ ଯୁଦ୍ଧ ଭିତରେ ସୁରକ୍ଷିତାରେ ଦିଲ୍ଲୀରେ ପହଞ୍ଚିଛନ୍ତି ଓଡ଼ିଆ…

52 ବର୍ଷ ଯାଏଁ ପେଟରେ ଥିଲା ଟୁଥବ୍ରସ୍, 12 ବର୍ଷ ବୟସରେ ଗିଳିଥିଲେ

ଓଡିଶା ଭାସ୍କର: ପ୍ରାୟ 52 ବର୍ଷ ପରେ ଜଣେ 64 ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ବାହାରିଲା 17 ସେମିର ଟୁଥବ୍ରସ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ଶ୍ରୀ ୟାଙ୍ଗ ନାମକ ଜଣେ ବ୍ୟକ୍ତି ପେଟରେ ସାମାନ୍ୟ…

ଉହୁଁ… ଗନ୍ଧ ହେଉଛି, ଚୋରକୁ ଗାଧୋଇକି ଆଣ, ନହେଲେ ତଦନ୍ତ ହେବନି

ପଞ୍ଜାବ: ଥାନାର SHO ମ୍ୟାଡ଼ାମଙ୍କୁ ଚୋର ବହୁତ ଗନ୍ଧ ହେଲା, ମ୍ୟାଡ଼ାମ କହିଲେ ଚୋରକୁ ଗାଧୋଇକି ଆଣ, ତା ପରେ ତଦନ୍ତ ହେବ। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପଞ୍ଜାବର ଫାଜିଲକା ଜିଲ୍ଲାର ଆବୋହର ସହରରେ। ଯାହାକୁ ଶୁଣି…

ମାଙ୍ଗାନିଜ ଲୁଟ, ଘଟଣା ସ୍ଥଳରେ ଭିଜିଲାନ୍ସ

ସୁନ୍ଦରଗଡ: ମାଙ୍ଗାନିଜ ଚୋରା ଚାଲାଣ, ଘଟଣାସ୍ଥଳରେ ଭିଜିଲାନ୍ସର 10 ଜଣିଆ ଟିମ। ଏପରି ଘଟଣା ଦେଖିବାକୁ ମିଳିଛି, ସୁନ୍ଦରଗଡର କୋଇଡ଼ାରେ। କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ଯାହାକୁ ନେଇ ଏବେ…

ଅର୍ଦ୍ଧନାରେଶ୍ୱର ରୂପରେ ପହଁଚିଲେ କୋର୍ଟ, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: ଅଦ୍ଭୁତ ରୂପ! ଅଧା ମାଇପି, ଅଧା ମରଦ ବେଶରେ କୋର୍ଟରେ ପହଁଚିଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମାଲୱା କୋର୍ଟ ପରିସରରେ। ଅପହରଣ ଅଭିଯୋଗରେ ଫେରାର ଥିବା ଜଣେ…