ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର: ଝୁଲୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ସକାଳ ହେବା ମାତ୍ରେ ଦୁର୍ଘଟଣାର ଖବର ଟିଭି ହେଉ କିମ୍ବା ଖବରକାଗଜ ସବୁଥିରେ…

ଦମଦାର ଅଫର, ପୁରୁଣା ସ୍ତ୍ରୀ ଦିଅ, ନୂଆ ସ୍ତ୍ରୀ ନିଅ

ଓଡିଶା ଭାସ୍କର: " ପୁରୁଣା ସ୍ତ୍ରୀ ଦିଅ, ନୂଆ ସ୍ତ୍ରୀ ନିଅ " କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବହୁତ ଅଜବ ଅଜବ ଜିନିଷ ସୋସିଆଲ ମିଡିଆରେ…

15 ବର୍ଷର ବାଳକ ଭିତରେ ଈଶ୍ୱରଙ୍କ ଆତ୍ମା, ମୃତ ବ୍ୟକ୍ତିକୁ କଲେ ଜୀବିତ

ଓଡିଶା ଭାସ୍କର: ମାତ୍ର 15 ବର୍ଷ, କିନ୍ତୁ ଭଗବାନଙ୍କ ଉପାଧି, ଛୁଇଁଦେଲେ ଭଲ ହୋଇଯାଏ ରୋଗ। ଆଜ୍ଞା ହଁ, ଆମେ କହୁଛୁ କାର୍ଲୋ ଆକୁଟିସଙ୍କ ବିଷୟରେ। ସେ 1991 ମେ 3 ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଏବଂ 2006 ମସିହାରେ…

ସ୍ୱାମୀ ମାଡ଼ରେ ଗର୍ଭବତୀ ସ୍ତ୍ରୀ ମୃତ

ଭଦ୍ରକ: ସ୍ୱାମୀ ମାଡ଼ରେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡ଼ି ଥାନା ତାଳପଦା ଗାଁରେ। ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ କୌଣସି କାରଣରୁ ମାଡ…

ଡାଇରିଆ ମୃତ୍ୟୁସଂଖ୍ୟା 14 କୁ ବୃଦ୍ଧି!

ଯାଜପୁର: ଯାଜପୁର ଜିଲ୍ଲା ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଧର୍ମଶାଳା ମେଡିକାଲକୁ ଯାଇ ଡାଇରିଆ ଆକ୍ରାନ୍ତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଯାଜପୁରରେ ଡାଇରିଆ…

20 ଫୁଟ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଗୁରୁତର

ରାୟଗଡା: 20 ଫୁଟ ତଳକୁ ଖସିଲା ଟ୍ରକ। ରାୟଗଡାର ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟିରେ ଘଟିଯାଇଛି ଏହି ବଡ ଧରଣର ଦୁର୍ଘଟଣା। ଏହି ଘାଟିରେ ବସ ନିଜର ଭାରସାମ୍ୟ ହରାଇ 20 ଫୁଟ ତଳକୁ ଖସିଯାଇଛି। ଯେଉଁଥିରେ ଡ୍ରାଇଭର…

ଭୂତଙ୍କ ଆଡ୍ଡାସ୍ଥଳୀ, ରୁହନ୍ତି 30ରୁ ଅଧିକ ଭୁତ, ଭୁଲରେ ବି ଯାଆନ୍ତୁନି, ନଚେତ…

ବ୍ରିଟେନ: ଭୂତଙ୍କ ଆଡ୍ଡାସ୍ଥଳୀ, ରୁହନ୍ତି 30ରୁ ଅଧିକ ଭୁତ। ରାତିହେଲେ ଶୁଭେ ଚାଲିବା ଶବ୍ଦ। ଭୂତଙ୍କ ଆଡ୍ଡାସ୍ଥଳୀ କହିଲେ ବ୍ରିଟେନର ଗ୍ଲାଷ୍ଟନବରୀକୁ ବୁଝାଏ। ଏହାକୁ ବ୍ରିଟେନର ରହସ୍ୟମୟ ରାଜଧାନୀ କୁହାଯାଉଥିବାବେଳେ…

ଲୁଟ! ବନ୍ଧୁକ ଦେଖାଇ ନେଇଗଲେ 12 ଭରି ସୁନା

ସୁନ୍ଦରଗଡ: ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର ସଦର ଥାନା କନ୍ଦାବାହାଲ ଗାଁରେ। ବିଳମ୍ବିତ ରାତିରେ 7ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘରେ ପରି ଘର ଲୋକଙ୍କୁ…

Happy Fathers Day, ବାପାଙ୍କ ପାଇଁ ଦିନଟିଏ

ଓଡିଶା ଭାସ୍କର: ଆଜି ହେଉଛି ଜୁନ 15 ( Fathers Day)। ଏହି ଦିନ ସମସ୍ତ ବାପା ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଗୋଟେ ପରିବାରରେ ସବୁବେଳେ ଜଣେ ବାପା ମୁଖ୍ୟ ହୋଇଥାନ୍ତି। ସବୁ ବିପଦ ଆପଦକୁ ପ୍ରଥମେ ସେ ହିଁ ସାମ୍ନା…

ଯୁବକଙ୍କୁ ତଣ୍ଟି ଚିପି ହତ୍ୟା, 2 ଅଭିଯୁକ୍ତ ଅଟକ

ବଲାଙ୍ଗୀର: ଯୁବକଙ୍କୁ ତଣ୍ଟିଚିପି ହତ୍ୟା। ଏହି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଖପ୍ରାଖୋଲ ଥାନା ଦେଦର୍ହ ଗାଁରେ। ସାମାନ୍ୟ ମୋବାଇଲ ଛଡାଇ ନେଇଯିବାରୁ ଜଣେ ଯୁବକଙ୍କୁ ଗାଳି ଗୁଲଜ କରି…