ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ବର୍ବରତାର ଶିକାର ହୋଇଥିବା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପ୍ରେମ ପାଇଁ ଶୁଭ ମାସ; ପୁରୁଣା ପ୍ରେମ ଫେରିପାଇବା ସହିତ ଫିଟିବ ବାହାଘର ଯୋଗ

ଓଡିଶାଭାସ୍କର: ଅଗଷ୍ଟ ମାସ ଆରମ୍ଭ ହୋଇଗଲାଣି। ଏହି ମାସରେ, ଶୁକ୍ରଙ୍କ ଶୁଭ ସ୍ଥିତି ଏବଂ ଚନ୍ଦ୍ରର ଗତି ହେତୁ କିଛି ବିଶେଷ ରାଶିର ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରେମ ମିଳିବ। ତେବେ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ…

ଲୁଚି ଲୁଚି ଝିଅ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ଭାଇରାଲ କରୁଥିଲା, ଏବେ ବନ୍ଧାହେଲା

ଛତିଶଗଡ଼: ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରି ଗିରଫ ହେଲେ ଜଣେ ବୃଦ୍ଧ। ଛତିଶଗଡ଼ର ଡୋଙ୍ଗରଗଡ଼ ଠାରେ ଘଟିଯାଇଛି ଏଭଳି ଘଟଣା। ସେଠାରେ ଜଣେ 50 ବର୍ଷୀୟ ବୃଦ୍ଧ ହ୍ୱାଟ୍ସଆପ୍ ମାଧ୍ୟମରେ ନାବାଳକ ପିଲା ଏବଂ…

ପାଗେଳୀ ଝିଅକୁ ଏକୁଟିଆ ଦେଖି ବଳାତ୍କାର, 8 ମାସର ଗର୍ଭବତୀ ଥିବା ଜାଣି…

ମହାରାଷ୍ଟ୍ର: ମାନସିକ ବିକୃତ ନାବାଳିକାକୁ ଦୁଷ୍କର୍ମ; ମହାରାଷ୍ଟ୍ରର ମୁମ୍ବାଇର ଘାଟକୋପର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ପାଗେଳୀ ନାବାଳିକା ଝିଅ ସହିତ ଶାରୀରିକ ସମ୍ପର୍କ…

ଅର୍ଦ୍ଧନଗ୍ନ ଶରୀର, ହାତରେ ଦାଆ, ଚଳନ୍ତା ବସ୍‌ରେ…

ମହାରାଷ୍ଟ୍ର: ଚଳନ୍ତା ବସରେ ଘଟିଗଲା ଲୋମଟାଙ୍କୁରା ଘଟଣା! ମହାରାଷ୍ଟ୍ରରେ ବାରାମତିରୁ ଇନ୍ଦାପୁର ଯାଉଥିବା ଏକ ଏସଟି ବସ୍‌ରେ ଜଣେ ଯୁବକ ପଛରେ ବସିଥିବା ଆଉ ଜଣେ ଯୁବକଙ୍କୁ ଦାଆ ଦ୍ୱାରା ଆକ୍ରମଣ କରିଥିଲେ। ଯାହାଦ୍ୱାରା…

ସାମ୍ନାକୁ ଆସିଲା କାଙ୍ଗାଳ ପାକିସ୍ତାନର ସତ, ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

ଓଡିଶାଭାସ୍କର: ସାମ୍ନାକୁ ଆସିଲା ପାକିସ୍ତାନର ସତ, କାଙ୍ଗାଳ ହେଲା ପରେ ପାକିସ୍ତାନର ଏକ ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହା ଦର୍ଶାଉଛି ଯେ, ପାକିସ୍ତାନ ଏବେ କେତେ ଗରିବ। ପାକିସ୍ତାନରେ ଥିବା ଏକ ଟ୍ରେନର…

ପ୍ରଥମେ ବହେ ମଦ ପିଇଲା, ତା’ପରେ ପିଟିପିଟି ମାରିଦେଲା

ଉତ୍ତରପ୍ରଦେଶ: ଭାଇ ସାଜିଲା ଭଉଣୀର ହତ୍ୟାକାରୀ, ମଦ ପିଇ ପିଟିପିଟି ଭାଇ ମାରିଦେଲା ଭଉଣୀକୁ। ଉତ୍ତର ପ୍ରଦେଶର କୌଶାମ୍ବୀରେ ଶୁକ୍ରବାର ରାତିରେ ଜଣେ 18 ବର୍ଷୀୟା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ସମଗ୍ର ଗାଁରେ ଚାଞ୍ଚଲ୍ୟ…

ତିନି ସ୍ୱାମୀ ପାରିଲେନି, ଶେଷରେ ପ୍ରେମିକ ସହ ମିଶି…

ମହାରାଷ୍ଟ୍ର: ମାଆ ସାଜିଲା ରାକ୍ଷସୀ, ନିଜ ଜନ୍ମ କଲା 6 ମାସର ଶିଶୁକୁ ନିଜ ହାତରେ ମାରିଦେଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଚେମ୍ବୁରର ତିଲକ ନଗର ଅଞ୍ଚଳରେ ଜଣେ 43 ବର୍ଷୀୟ ମହିଳା…

କିନ୍ନରଙ୍କଠାରୁ ୧ ଟଙ୍କା ପାଇଲେ କରନ୍ତୁ ଏହି କାମ, ଖୋଲିଯିବ ଆପଣଙ୍କ ଭାଗ୍ୟ

ଓଡିଶା ଭାସ୍କର: ଜୀବନରେ କିଛି ମୁହୂର୍ତ୍ତ ଏପରି ହୋଇଥାଏ, ଯାହା ଆମ ପାଇଁ ଖୁସି ଓ ସୌଭାଗ୍ୟ ଆଣିଥାଏ। ଏପରି ଏକ ବିଶ୍ୱାସ ଅଛି ଯେ, ଯଦି ଆପଣ ଜଣେ କିନ୍ନରଙ୍କଠାରୁ ୧ ଟଙ୍କା ପାଆନ୍ତି, ତେବେ ଏହା ଆପଣଙ୍କ ଭାଗ୍ୟରେ…

OTET ପ୍ରଶ୍ନପତ୍ର ଲିକରେ ନୂଆମୋଡ଼, ଶିକ୍ଷକଙ୍କ ପରେ ଆଉ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚI ସୂଚନାନୁସାରେ ବୋର୍ଡ ଅଫିସରେ ଜଣେ କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚI ଗତକାଲି ଏହି ମାମଲାରେ ରାୟଗଡା…