ବରଯାତ୍ରୀ ଯାଇ 2ସାଙ୍ଗ ଏପରି ଖାଇଲେ ଯେ, ଯାହାକୁ ଦେଖି ଲୋକଙ୍କର ହୋସ ଉଡ଼ିଗଲା
ବିହାର: କାହାକୁ ବା ଖାଇବାକୁ ଭଲ ଲାଗିନଥାଏ। ଆଉ ଯଦି ମାଗଣା ଖାଇବାକୁ ମିଳିଯାଏ ତେବେ କିଛି ଲୋକ ତ ଏମିତି ଖାଆନ୍ତି ଯେମିତି ସେମାନେ ବହୁତ ବର୍ଷ ହେଲା କିଛି ଖାଇନାହାଁନ୍ତି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି…