ଲୋକଙ୍କଠୁ ଠକି ୪୦୦୦ କୋଟିର ମାଲିକ ଦିଅର ଭାଉଜ,ଏମିତି ହେଲା ପର୍ଦ୍ଦାଫାସ

ବିହାର: ହାଇଦ୍ରାବାଦରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା। ଦିଅର ଭାଉଜ ମିଶି ସାଧାରଣ ଲୋକଙ୍କର ପାଖାପାଖି ୪୦୦୦ କୋଟି ଟଙ୍କାକୁ ଚଳୁ କରିଥିବା ଅଭିଯୋଗ ହୋଇଛି। ଦୁହେଁ ଦିଅର ଭାଉଜ ସୁଷମା ରାଜ ଏବଂ ରବିନ୍ଦ୍ର କୁମାର…

କାନ୍ଦିବା ଶରୀର ପାଇଁ ଭଲ! ଏହାଦ୍ୱାରା ହୋଇଥାଏ ଅନେକ ଫାଇଦା

ଓଡିଶା ଭାସ୍କର: କାନ୍ଦିବା ହେଉଛି ମଣିଷ ଭାବନାର ଏକ ସ୍ୱାଭାବିକ ପ୍ରତିକ୍ରିୟା। ଏହାଦ୍ୱାରା ହେଉଥିବା ଲାଭ ମଧ୍ୟରେ ଆତ୍ମ-ଶାନ୍ତି, ଯନ୍ତ୍ରଣା ଏବଂ ଚାପରୁ ମୁକ୍ତି, ମନୋଭାବ ବୃଦ୍ଧି ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ।…

20 ବର୍ଷ ବୟସରେ ପିନ୍ଧିଲେ ବର୍ଦ୍ଦି , ଆଜି ହୋଇଗଲେ ଦିଲ୍ଲୀ ପୋଲିସର ସିଂହ

ନୂଆଦିଲ୍ଲୀ: ବିକାଶ କୁମାର, ଯେ କି ବାପାଙ୍କ ବିରୁଦ୍ଧରେ ଯାଇ ପୋଲିସରେ ଯୋଗ ଦେଇଥିଲେ ଏବଂ 20 ବର୍ଷ ବୟସରେ ପିନ୍ଧିଥିଲେ ବର୍ଦ୍ଦି। ଆଜି ଦିଲ୍ଲୀ ପୋଲିସରେ ଵନିଯାଇଛନ୍ତି ସେ CCTV ଏକ୍ସପର୍ଟ। ଲୋକମାନଙ୍କର ନିଜସ୍ୱ…

11ତମ ପଞ୍ଚେନ ଲାମା କିଏ? ଯାହାଙ୍କୁ 30ବର୍ଷ ପୂର୍ବରୁ 6 ବର୍ଷ ବୟସରେ ଚୀନ୍ ଗାୟବ କରିଦେଇଥିଲା

ଓଡିଶା ଭାସ୍କର : ତିବ୍ଦତୀୟ ବୌଦ୍ଧ ଧର୍ମରେ ଦ୍ୱିତୀୟ ସବୁଠାରୁ ବଡ ଧାର୍ମିକ ନେତା ଗେଧୁନ୍ ଚୋଏକି ନିଜମାଙ୍କ ନିଖୋଜ ବିଷୟରେ ଆମେରିକା ସ୍ୱର ଉଠାଇଛି , ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗେଧୁନ୍ ଚୋଏକି…

20 ମାସର ଶିଶୁକୁ ହତ୍ୟା, 100 ବର୍ଷ ପରେ ବି ରହସ୍ୟରୁ ହଟୁନି ପରଦା

ଓଡିଶା ଭାସ୍କର : 1 ମାର୍ଚ୍ଚ 1932। 20ମାସର ଶିଶୁ ଚାର୍ଲ୍ସ ଅଗଷ୍ଟସ୍ ଲିଣ୍ଡବର୍ଗ ଜୁନିଅରଙ୍କୁ ଅପହରଣ କରାଯାଇଥିଲା ଏବଂ ଦୁଇ ମାସ ପରେ, ମାନେ ମେ 12ରେ ତାଙ୍କ ମୃତଦେହ ରାସ୍ତା କଡ଼ରେ ମିଳିଥିଲା। ଏହି ଘଟଣାକୁ crime…

ନଦୀରେ ବୁଡି 2 ଯୁବକ ନିଖୋଜ, ଗାଧୋଇବା ସମୟରେ ଅଘଟଣ

କଟକ: କଟକ ସହରରୁ ଏକ ବଡ ଅଘଟଣ ଖବର ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ଗାଧୋଇବା ସମୟରେ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, କାଠଯୋଡି ନଦୀରେ 2 ଯୁବକ ବୁଡି ନିଖୋଜ ଅଛନ୍ତି। ସିଡିଏ ବୀରେନ ମିତ୍ର ପାର୍କ ନିକଟରେ…

ମଶା-ମାଛି ଜନିତ ରୋଗକୁ ଟାଟା, ବାଏ ବାଏ; ଆପଣାନ୍ତୁ ଏହିସବୁ ଉପାୟ

ଓଡିଶା ଭାସ୍କର: ଖରାଦିନେ ଝାଳ, ଘିମିରି କିମ୍ବା ଡିହାଇଡ୍ରେସନ ହେବା ସହିତ ଡେଙ୍ଗୁ, ମ୍ୟାଲେରିଆ ,ଚିକନ୍-ଗୁନିଆ, ଡାଏରିଆ ଭଳି ସ°କ୍ରମଣ ଦେଖିବାକୁ ମିଳିଥାଏ। ଏହା ସାଧାରଣତଃ ମଶା,ମାଛି କିମ୍ବା ଟିଙ୍କ କାମୁଡିବା…

କଲାମଙ୍କ କମାଲ – ବ୍ରହ୍ମୋସ୍ କ୍ଷେପଣାସ୍ତ୍ର! ଦେଶକୁ ପୂର୍ବତନ ରାଷ୍ଟ୍ରପତିଙ୍କ ବଡ ଉପହାର

ଓଡିଶା ଭାସ୍କର: ଭାରତର ପୂର୍ବତନ ରାଷ୍ଟ୍ରପତି ବା 'ମିସାଇଲ୍ ମ୍ୟାନ୍' ଭାବରେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ତିଆରିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯେଉଁ…

କି ଯୁଗ ହେଲା! ପ୍ରେମ ପାଇଁ ମାଆ ନେଇଗଲା ଝିଅର ଜୀବନ

ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକକୁ ବିବାହ କରିବା ପାଇଁ ଜଣେ ମା କରିଦେଲା "ମମତା"ର ହତ୍ୟା। ଝିଅକୁ ହତ୍ୟା କରି ଏକ ସୁଟକେସରେ ଭର୍ତ୍ତି କରି ବୁଦାମୂଳେ ଫିଙ୍ଗିଦେଲା…

ପୁଣି ଉଠିଲା ପ୍ରଶ୍ନ, ସୋଫିଆଙ୍କ ବିରୋଧରେ କଡ଼ା ମନ୍ତବ୍ୟ, କାହିଁକି ଏବେ ଯାଏଁ ଚୁପ ବିଜେପି ?

ନୂଆଦିଲ୍ଲୀ: ଗତ କିଛିଦିନ ହେବ କର୍ଣ୍ଣେଲ ସୋଫିଆ କୁରେସିଙ୍କ କଥା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୟ ଶାହ ତାଙ୍କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ବା ନଜଣା। ତେବେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ଜୋର ଧରିଛି।…