ପ୍ରେମିକା ସାଙ୍ଗେ ମିଶି ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ, ଶେଷରେ ଏମିତି ପଡିଲେ ଧରା
ଦିଲ୍ଲୀ: ପ୍ରେମ, ବିବାହ, ଷଡଯନ୍ତ୍ର, ହତ୍ୟା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭାରତର ରାଜଧାନୀ ଦିଲ୍ଲୀରେ । ସ୍ତ୍ରୀ ଏବଂ ୧୬ ବର୍ଷୀୟ ଝିଅ ଥାଇ ବି ଅନ୍ୟଜଣେ ନାରୀଙ୍କ ପ୍ରେମରେ ପଡିଗଲେ ସ୍ୱାମୀ। ଏହାପରେ ପ୍ରେମିକା…