ସଂସାର ଯଞ୍ଜାଳଠୁ ବଳିଗଲା ଆର୍ଥିକ କଷ୍ଟ; ୨ ପିଲା, ସ୍ତ୍ରୀଙ୍କୁ ମାରି ଆତ୍ମହତ୍ୟା କଲେ ଯୁବକ

ରାଜସ୍ଥାନ: ଆର୍ଥିକ ସମସ୍ୟା ହେଲା ବୋଝ। ଶେଷ ରାସ୍ତା ବାଛିନେଲେ ଦୁନିଆକୁ ଛାଡ଼ିବା। ନିଜ ସହ ପରିବାରର ନେଇଗଲେ ଜୀବନ। ରାଜସ୍ଥାନର ଉଦୟପୁରରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆର୍ଥିକ ସମସ୍ୟାରେ ପିଡ଼ିତ ଜଣେ ଯୁବକ ତାଙ୍କ…

କୋଟିପତି ଜଙ୍ଗଲ ବାବୁ ରାମଚନ୍ଦ୍ର ନେପାକ ଗିରଫ, ସମ୍ପତ୍ତିି ଦେଖି ତାଜୁବ ଅଧିକାରୀ

ଜୟପୁର: କୋଟିପତି ଡେପୁଟି ରେଞ୍ଜରଙ୍କୁ ବାନ୍ଧିଲା ପୋଲିସ। ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଗିରଫ କରିଛି ପୋଲିସ। ଆୟବର୍ହିଭୂତ ସମ୍ପତ୍ତିି ମଠୁଳ ଅଭିଯୋଗରେ ବାନ୍ଧିଛି ପୋଲିସ। ଘରୁ ୧ କୋଟି ୪୩ ଲକ୍ଷ…

ବମ୍‌ରେ ଉଡ଼ିଯିବ ମୁମ୍ବାଇ ବିମାନବନ୍ଦର, ଆସିଲା ଧମକପୂର୍ଣ୍ଣ କଲ୍‌… ପାରୁଛ ଯଦି ଜୀବନ ବଞ୍ଚାଅ

ମୁମ୍ବାଇ: ବମ୍‌ରେ ଉଡ଼ିଯିବ ବିମାନ ବନ୍ଦର। ଏଭଳି ଧମକ ମିଳିଛି ମୁମ୍ବାଇ ବିମାନବନ୍ଦରକୁ। ବିମାନବନ୍ଦରକୁ ବମ୍‌ରେ ଉଡ଼ାଇ ଦେବା ପାଇଁ ଫୋନ୍‌ରେ ଦିଆଯାଇଛି ଧମକ। ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ…

ରକ୍ତ ସମ୍ପର୍କ ହେଲା ବିଷ, ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ ପରିବାର, କ୍ୟାନସର ପାଇଁ ହେଲେ ଅଲୋଡ଼ା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଛାତି ଧରାଇଲା ପରି ଘଟଣା। ସୀମା ଟପିଗଲା ନୃଶଂସତା। ସ୍ୱାର୍ଥପର ମଣିଷର ଲଜ୍ଜାଜନକ କାମ। ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ିଦେଲେ ପରିବାର ଲୋକ। ରାତି ଅନ୍ଧାରର…

ମୋତେ ନ୍ୟାୟ ଦିଅ: ସ୍ୱାମୀ, ଦେଢ଼ଶୁର, ନଣନ୍ଦେୟୀ ଲୁଟିଛନ୍ତି ମୋ ଇଜ୍ଜତ, ଥାନାରେ କାନ୍ଦି କାନ୍ଦି ମହିଳା କହିଲେ ଦୁଃଖ

ଉତ୍ତରପ୍ରଦେଶ: ଶାଶୁ ଘରେ ମୋ ସହ ଦୁଷ୍କର୍ମ ହୋଇଛି। ଏଭଳି କିଛି କହି ପୋଲିସ ଆଗରେ କାନ୍ଦିବାକୁ ଲାଗିଲେ ମହିଳା। ମୋତେ ଏସବୁରୁ ରକ୍ଷା କର ନଚେତ ମୁଁ ମରିଯିବି। କାକୁତି ମିନତି ହୋଇ ପୋଲିସକୁ ନ୍ୟାୟ ମାଗିଲେ ମହିଳା।…

ଇନସ୍ୟୁରାନ୍ସ ଟଙ୍କା ପାଇଁ ମାଷ୍ଟରପ୍ଲାନ, ନିଜ ଗୋଡକୁ ନିଜେ କାଟିଲେ ଡାକ୍ତର

ନୂଆଦିଲ୍ଲୀ: ଟଙ୍କା ଲୋଭ ଏତେ ମାତ୍ରାରେ ଲୋକଙ୍କୁ ଗ୍ରାସ କରେ ଯେ ଅନ୍ୟଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାନ୍ତିନି ଲୋକ। ହେଲେ ଜଣେ ବ୍ୟକ୍ତି ଟଙ୍କା ପାଇଁ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ…

ଦିଲ୍ଲୀ ଠୁ ବଳିଗଲା ବିହାର! ଚଳନ୍ତା ଆମ୍ବୁଲାନ୍ସରେ ଜଘନ୍ୟକାଣ୍ଡ, ଚିକିତ୍ସା ପାଇଁ ଯାଉଥିବା ଯୁବତୀଙ୍କୁ ଗ୍ୟାଙ୍ଗ ରେଫ୍‌

ବିହାର: ବିହାର ଗୟାଜି ଜିଲ୍ଲାହ ପ୍ରସିଦ୍ଧ ଧର୍ମ ନଗରୀ ବୋଦ୍ଧଗୟାରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବିଏପି-୩ରେ ହୋମଗାର୍ଡ ନିଯୁକ୍ତି ପାଇଁ ଆସିଥିବା ଯୁବତୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ କରାଯାଇଛି। ୩ରୁ ୪ ଜଣ…

ସୁନ୍ଦର ଦେଖାଯିବା ପାଇଁ କରୁଥିଲେ ଚିକିତ୍ସା, ହେଲା ସାଇଡ୍ ଇଫେକ୍ଟ, ଲୁଟିନେଲେ ୫ କୋଟି

ନୂଆଦିଲ୍ଲୀ: ଚୀନର ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ଦୁଇ ବର୍ଷ ମଧ୍ୟରେ ଏକ ହେୟାର ସେଲୁନରେ ବିନା ଲାଇସେନ୍ସପ୍ରାପ୍ତ ଡିଟକ୍ସ ଏବଂ ୱେଲନେସ୍ ଚିକିତ୍ସା ପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ…

ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ବିଷ!

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରେୱା ଜିଲ୍ଲାର ତେନ୍ଥୋର ତହସିଲରେ ଅବସ୍ଥିତ ଚକଘାଟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ସିଏମ୍ ରାଇଜ୍ ସ୍କୁଲରେ ମଧ୍ୟାହ୍ନ ଭୋଜନ ନାମରେ ପିଲାମାନଙ୍କୁ ନିମ୍ନମାନର…

ଝିଅର ପ୍ରାଇଭେଟ୍ ପାର୍ଟରୁ ଝରୁଥିଲା ରକ୍ତ, ସ୍କୁଲରୁ ଫେରିବା ପରେ ଦେଖିଲେ ମା’… ଉଡ଼ିଗଲା ହୋସ୍‌

କର୍ଣ୍ଣାଟକ: କର୍ଣ୍ଣାଟକର ବିଦର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଝିଅକୁ ସେ ପଢ଼ୁଥିବା ସ୍କୁଲରେ ଦୁଷ୍କର୍ମ କରାଯାଇଛି। ଘରକୁ ଫେରିବା ପରେ ତାଙ୍କ ମାଆ ତାଙ୍କ ଅବସ୍ଥା ଦେଖିବା ପରେ…