ଶାଶୁ ଘର ଯିବିନି… ଜିଦ୍ ହେଲା କାଳ, ରାଗରେ ସ୍ତ୍ରୀର ନାକ କାମୁଡ଼ି ଚୋବାଇ ଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ନୃଶଂସତାର ସୀମା ଟପିଗଲା ସ୍ୱାମୀ। ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ନେଲା ଉଗ୍ର ରୂପ। ବିବାଦ ଏତେ ବଢ଼ିଗଲା ରାଗରେ ସ୍ୱାମୀ, ସ୍ତ୍ରୀର ନାକ କାମୁଡ଼ି ଚୋପାଇ ଦେଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ…

ଆଜି ପୁତ୍ରଦା ଏକାଦଶୀ, ଏହି ରାଶି ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁ କରିବେ ଧନବର୍ଷା

ଆଜି ମଙ୍ଗଳବାର ଶ୍ରାବଣ ଶୁକ୍ଳ ପକ୍ଷର ଏକାଦଶୀ ତିଥି। ଆଜି ଏକାଦଶୀ ତିଥି ଅପରାହ୍ନ ୧:୧୩ ପର୍ଯ୍ୟନ୍ତ ରହିବ। ବୈଦୃତି ଯୋଗ କାଲି ସକାଳ ୭:୧୮ ପର୍ଯ୍ୟନ୍ତ ରହିବ। ଜ୍ୟେଷ୍ଠ ନକ୍ଷତ୍ର ଆଜି ସକାଳ ୧୧:୨୩ ପର୍ଯ୍ୟନ୍ତ ରହିବ।…

ଅବୈଧ ସମ୍ପର୍କ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଦୃଶ୍ୟମ୍ ଫିଲ୍ମ ଦେଖି କରିଥିଲେ ଷଡ଼ଯନ୍ତ୍ର

ହରିୟାଣା: ପ୍ରେମ କଲା ବାଇଆ। ପଡ଼ୋଶୀ ବନ୍ଧୁ ନେଇଗଲା ବନ୍ଧୁର ଜୀବନ। ଫିଲ୍ମ ଦେଖି ଭିଲିୟାନ ସାଜିଥିଲେ ସ୍ତ୍ରୀ। ହରିୟାଣାର ଗୁରୁଗ୍ରାମରୁ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ପଡ଼ୋଶୀ…

ବଦଳିବ ଭାଗ୍ୟ, ୩୦ ଦିନରେ ଚମତ୍କାର କରିବ ଏହି ରତ୍ନ, ୨ ରାଶିକୁ ଅଧିକ ଫାଇଦା

ଏହି ଚମତ୍କାରୀ ରତ୍ନ ଅନ୍ୟ କିଛି ନୁହେଁ ଏହା ପୁଖରାଜ ରତ୍ନ। ଯାହାର ଜ୍ୟୋତିଷ ଶାସ୍ତ୍ରରେ ଖାସ୍ ମହତ୍ୱ ରହିଛି। ଏହି ରତ୍ନ ଗୁରୁ ଗ୍ରହ ଭଲ ହେବା ପାଇଁ ପିନ୍ଧାଯାଏ। ଏହି ରତ୍ନ ପିନ୍ଧିବା ଦ୍ୱାରା ବୃହସ୍ପତି ଗ୍ରହ…

ସ୍ତ୍ରୀର ଜ୍ୱାଳା ସହିପାରିଲାନି ସ୍ୱାମୀ, ଛାଡ଼ପତ୍ର ପାଇଁ ମାଗୁଥିଲା ୨୦ ଲକ୍ଷ, ଜୀବନ ଦେଇଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ସ୍ତ୍ରୀ କଲା ହଇରାଣ, ଜୀବନ ଦେଇଦେଲା ସ୍ୱାମୀ। ଉତ୍ତରପ୍ରଦେଶ ବୁଲନ୍ଦସହରରେ ସ୍ତ୍ରୀ ଠାରୁ ହଇରାଣ ହୋଇ ଆତ୍ମହତ୍ୟା କଲା ସ୍ୱାମୀ। ମୃତକ ଅଙ୍କିତ ଗୋଏଲ ଡିପ୍ଟିଗଞ୍ଜର ବାସିନ୍ଦା। ବୁଲେନ୍ଦସହରର…

ମଦ ନିଶା ବୁଡ଼ାଇଦେଲା ଭେଳା, ଚୋରି କରି ବେଡରେ ଶୋଇପଡ଼ିଲା ଚୋର, ସକାଳୁ ଉତ୍ତମ ମଧ୍ୟରେ ଭାଙ୍ଗିଲା ନିଦ

ଉତ୍ତରପ୍ରଦେଶ: ବିଚିତ୍ର ଚୋର। ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ବିଚିତ୍ର ଚୋର। ଶନିବାର ଦିନ ରାତିରେ ଜଣଙ୍କ ଘରେ ପଶିଥିଲା ଚୋର। ନିଶାରେ ଚୁର ଥିଲା ଚୋର। ନିଶାରେ ଚୋରି କରିବା ପରେ ଫେରାର ହେବା…

ରାକ୍ଷୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଉପହାର, ‘ଲାଡ଼ଲି ବହନା ଯୋଜନା’ରେ ମହିଳାଙ୍କ ଖାତାକୁ ଆସିବ ୧୫ଶହ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ‘ଲାଡ଼ଲି ବହନା’ ଯୋଜନାର ୧.୨୭ କୋଟି ହିତାଧିକାରୀଙ୍କୁ ରକ୍ଷା…

ରେଷ୍ଟୁରାଣ୍ଟ ବିଲ୍ ନଦେବାକୁ ଡ୍ରାମା, ଭେଜ ଥାଳିରେ ପକାଇଲେ ହାଡ଼… ସିସିଟିଭିରୁ ଜଣାପଡ଼ିଗଲା ସତ

ଉତ୍ତରପ୍ରଦେଶ: ରେଷ୍ଟୁରାଣ୍ଟରେ ହାଇଡ୍ରାମା। ବିଲ୍ ଅଧିକ ହେଲା ବୋଲି ଭିନ୍ନ ନାଟକ ରଚିଲେ ଯୁବକ। ନିରାମିଷ ଥାଳିରେ ଆମିଂଷ ପକାଇ ଯୁବକ କଲେ ହଙ୍ଗାମା। ଶ୍ରାବଣ ମାସରେ ଧର୍ମ ନଷ୍ଟ ହୋଇଗଲା କହି ଯୁବକ କରୁଥିଲେ ନାଟକ।…

ବିଦେଶ ଯାତ୍ରା ନିଶା, ୧୦ ବର୍ଷର ପୁଅକୁ ବିମାନବନ୍ଦରରେ ଛାଡ଼ି, ବୁଲିବାକୁ ଚାଲିଗଲେ ବାପା, ମା’

ସ୍ପେନ: ବୁଲିବା ହେଲା ବଡ଼। ପିଲା ହେଲା ପଛ। ପିଲାକୁ ବିମାନବନ୍ଦରରେ ଛାଡ଼ି ବାପା, ମା’ ପଳାଇଲେ ବିଦେଶ। ସ୍ପେନର ବାର୍ସିଲୋନାରେ, ବାପାମାଆ ସେମାନଙ୍କର ୧୦ ବର୍ଷର ପିଲାକୁ ବିମାନବନ୍ଦରରେ ଛାଡି ଛୁଟି କାଟିବାକୁ…

ମହିଳା ସାଂସଦଙ୍କୁ ବି ଛାଡ଼ିଲେନି, ସର୍ବସମ୍ମୁଖରେ ଟାଣି ନେଲେ ସୁନା ଚେନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାତିଛନ୍ତି ଲୁଟେରା। ସାଧାରଣ ଲୋକ ଠୁ ଆରମ୍ଭ କରି ନେତା ସାଂସଦ ମଧ୍ୟ ଏଠାରେ ନାହାଁନ୍ତି ସୁରକ୍ଷିତ। ଦିଲ୍ଲୀର ଭିଆଇପି ଏରିଆରେ ହୋଇଛି ଲୁଟ୍‌। ଲୁଟେରାଙ୍କ ଆତଙ୍କ ଏତେ ମାତ୍ରାରେ…