Breaking News BREAKING: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ Rojalin Mishra Apr 25, 2025 ମାଲକାନଗିରି: ଦେଶରେ ପହଲଗ୍ରାମ ଆତଙ୍କୀ ଆକ୍ରମଣକୁ ବିରୋଧ । ଏଥିପାଇଁ ମାଲକାନଗିରି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ହିନ୍ଦୁ ଜାଗରଣ…
ଖବର ବ୍ୟାଙ୍କ ଚାକିରି ପାଇଁ ସୁବର୍ଣ୍ଣ ସୁୁଯୋଗ, ଖାଲି ପଡ଼ିଛି ପଦବି… ଜଲଦି କରନ୍ତୁ ଆପ୍ଲାଏ Rojalin Mishra Apr 25, 2025 ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ଇଣ୍ଡିଆ ଏକ୍ସିମ୍ ବ୍ୟାଙ୍କ ମ୍ୟାନେଜମେଣ୍ଟ ଟ୍ରେନି (MT) ଏବଂ ଅନ୍ୟାନ୍ୟ ପଦବୀରେ…
ଖବର ପହଲଗାମ ଢ଼ାବାରେ ଖାଇବାକୁ ଦେଲେ ଲୁଣିଆ ମଟନ, ବଞ୍ଚିଗଲା ୧୧ ଜଣଙ୍କ ଜୀବନ Rojalin Mishra Apr 25, 2025 ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ବୈସରନରେ ମଙ୍ଗଳବାର ଘଟିଥିଲା ଆତଙ୍କୀ ଆକ୍ରମଣ । ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୨୬ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ଅନେକ ଲୋ ଆହତ ମଧ୍ୟ ହୋଇଛନ୍ତି ।…
ଅପରାଧ ଲିଭ୍ ଇନ୍ ରିଲେସନରେ ଥିବା ବିଧବା ମହିଳାଙ୍କୁ ହତ୍ୟା, ପ୍ରେମିକ ଫେରାର Rojalin Mishra Apr 25, 2025 ଉତ୍ତରପ୍ରଦେଶ: ପ୍ରେମ ନେଲା ଜୀବନ । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଛି ଏହି ଘଟଣା । ଟ୍ରାନିକ ସିଟିର ଇଲାଇଚିପୁରରେ ଲିଭ୍ ଇନରେ ରହୁଥିବା ବିଧବା ମହିଳାଙ୍କୁ ହତ୍ୟା । ଆଉ ଏହି ହତ୍ୟା କରିଛି ପ୍ରେମିକ । ଯାହା ସାଙ୍ଗରେ…
ଖବର ଆତଙ୍କୀ ଡ଼ରାଇପାରିବେନି ଅମରନାଥ ଯାତ୍ରାକୁ, ସୁରକ୍ଷାକୁ ନେଇ ସରକାରଙ୍କ ନୂଆଁ ପ୍ଲାନ୍ Rojalin Mishra Apr 24, 2025 ନୂଆଦିଲ୍ଲୀ: ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପହଲଗାମରେ ଏବେ ବି ଭୟର ବାତାବରଣ ରହିଛି। ଆତଙ୍କୀ ହମଲା ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ତଥାପି, ଲୋକଙ୍କ ମନରେ ଏକ ଭୟ ରହିଛି,…
ଖବର ପହଲଗାମ୍ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ରାୟପୁରରେ ପହଞ୍ଚିଲା ମରଶରୀର Rojalin Mishra Apr 24, 2025 ବଲାଙ୍ଗୀର: ପହଲଗାମ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଦିନେଶ ଅଗ୍ରୱାଲ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ…
Breaking News BREAKING: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ Rojalin Mishra Apr 24, 2025 ଭଦ୍ରକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ। ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କଲେ ଡାକ୍ତର।…
ଖବର ଭାରତର ଆକ୍ସନରେ ପାକିସ୍ତାନ ଛାନିଆ, ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭିଡିଓରେ ରଖିଲା ସଫେଇ Rojalin Mishra Apr 24, 2025 ନୂଆଦିଲ୍ଲୀ: ପହଲଗାମ ଆତଙ୍କି ଆକ୍ରମଣରେ ବିରୋଧରେ କି ପ୍ରକାର କଠୋର ପଦକ୍ଷେପ ନେଇପାରେ ଭାରତ, ଏହା ଭାବି ଭାବି ଡରରେ ଥରିଲେଣି ପାକିସ୍ତାନରେ ଥିବା ଆତଙ୍କବାଦୀ ଓ ପାକ୍ ସରକାର। ଏହାରି ଭିତରେ ପହଲଗାମରେ ଆତଙ୍କ…
ଖବର ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ବଡ଼ ନିଷ୍ପତ୍ତି, ‘ପର୍ସୋନା ନନ୍ ଗ୍ରାଟା ନୋଟ୍’ ପଠାଇଲା ଭାରତ Rojalin Mishra Apr 24, 2025 ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସମ୍ପର୍କରେ ଭାରତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ମଧ୍ୟ ସମନ କରିଛି। ଭାରତ ପାକିସ୍ତାନର ସାମରିକ କୂଟନୀତିଜ୍ଞଙ୍କୁ…
Breaking News BREAKING: ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ଆର୍ଥିକ ସହାୟତା ଘୋଷଣା Rojalin Mishra Apr 24, 2025 ବାଲେଶ୍ୱର: ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା। ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ସହାୟତ ରାଶି। ବାଲେଶ୍ୱର ଇସାଣୀ ଗାଁରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ…