ବାସନ ମାଜି ମାଜି ହାତ ଶୁଷ୍କ ହୋଇଯାଇଛି କି ? ହାତର କୋମଳତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
ଓଡ଼ିଶା ଭାସ୍କର: ସାଧାରଣତଃ ଶୀତ ଦିନେ ତ୍ୱଚାର ଯତ୍ନ ନେବା ଆବଶ୍ୟକ ହୋଇଥାଏ । କିନ୍ତୁ ଖରା, ପ୍ରଦୂଷଣ ଇତ୍ୟାଦି କାରଣରୁ ମଧ୍ୟ ତ୍ୱଚା ରୁକ୍ଷ ହୋଇଥାଏ । ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ସ୍ୱାସ୍ଥ୍ୟର ଯତ୍ନ…