କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା, ଡାଲିର MSPରେ ହୋଇପାରେ ବୃଦ୍ଧି

ଓଡ଼ିଶା ଭାସ୍କର: ଭାରତରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏବଂ ସେମାନଙ୍କର ଆୟକୁ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଜାରି ରହିଛି । ବର୍ତ୍ତମାନ କୃଷକଙ୍କୁ ଉପହାର ସ୍ୱରୂପ ସରକାର…

ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସୁରମା ପାଢ଼ୀ

ଭୁବନେଶ୍ୱର: ବିଧାନସଭାରେ ଶେଷ ହୋଇଛି ବିଧାୟକ ଦଳ ବୈଠକ । ଏହି ବୈଠକ ପରେ ବିଜେପି ବାଚସ୍ପତି ପଦ ପାଇଁ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମ ଘୋଷଣା କରିଛି । ବାଚସ୍ପଚି ପଦ ପାଇଁ ନାମ ଘୋଷଣା ହେବା ପରେ ନାମାଙ୍କର…

କିଏ ହେବ ଲୋକସଭାର ନୂତନ ବାଚସ୍ପତି ? ରାଜନାଥ ସିଂହଙ୍କ ବୈଠକ ପରେ ଚର୍ଚ୍ଚାରେ ଏହି ୩ଟି ନାଁ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପି ସହଯୋଗୀ ଦଳଙ୍କ ସମର୍ଥନ ଯୋଗୁଁ କ୍ଷମତାକୁ ଫେରିଛି । ଗୋଟିଏ ପଟେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ସାମ୍ନାରେ ବାଚସ୍ପତି ନିର୍ବାଚନକୁ ନେଇ…

Vastu Tips: ଆଲମାରୀରେ ଥିଲେ ଏହି ଜିନିଷ ଦେଖାଦେଇପାରେ ଆର୍ଥିକ ସଂକଟ

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ରରେ ଆଲମାରୀ ଏବଂ ଲକର(ତିଜୋରୀ)କୁ ନେଇ କିଛି ନିୟମ ରହିଛି । ଭୁଲ ଦିଗରେ ଆଲମାରୀ ରଖିବା, ଆଲମାରୀରେ ଭୁଲ ଜିନିଷ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଆର୍ଥିକ ସଂକଟ…

ସିକ୍କିମ ଭୂସ୍ଖଳନ ଘଟଣା: ୧୨୦୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

ଗ୍ୟାଙ୍ଗଟକ୍‌: ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଦେଶ ତଥା ବିଦେଶର ଅନେକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ଯାଇଥିଲେ । ଲଗାତାର ଖରାପ ପାଗ କାରଣରୁ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର…

ଆଜିଠାରୁ ‘ଡିପଥେରିଆ’ ବୁଷ୍ଟର ଡୋଜ୍‌, ସଂକ୍ରମଣ ଅଞ୍ଚଳରେ ଚାଲିଛି ସର୍ଭେଲାନ୍ସ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଡିପଥେରିଆ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି । ରାୟଗଡ଼ା ପରେ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ବ୍ୟାପିବାରେ ଲାଗିଛି । ତେବେ ରାଜ୍ୟରେ ଡିପଥେରିଆ…

କାରକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍‌, ଜଣେ ମୃତ, ୪ ଗୁରୁତର

କଟକ: ତ୍ରିଶୁଳିଆ କୁଆଖାଇ ନଦୀ ପୋଲ ଉପରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି । କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଯାଇଛି ଟ୍ରକ୍ । ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଥିବା ଜଣାପଡ଼ିଛି । ତେବେ ୪…

ମହାରାଷ୍ଟ୍ର କଂଗ୍ରେସ ସଭାପତିଙ୍କ ପାଦ ଧୋଇଲେ ଦଳର କର୍ମୀ, ଭିଡିଓ ଶେୟାର କରି ଆକ୍ଷେପ କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ପୁଣି ଥରେ ବିବାଦ ମଧ୍ୟରେ ଘେରି ହୋଇଯାଇଛନ୍ତି । କୁହାଯାଉଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲା ୱାଡେଗାଓଁ ଗସ୍ତ ସମୟରେ ନାନା ପଟୋଲେଙ୍କ ଗୋଡ଼ କାଦୁଅରେ ଫସି…

ଦିଲ୍ଲୀର ଏହି ଅଞ୍ଚଳରେ ଗୋଟିଏ ସମୟରେ ଆସିବ ପାଣି, ଭିଭିଆଇପି ଏରିୟାରେ ଟ୍ୟାଙ୍କର ମାଧ୍ୟମରେ ହେବ ଜଳ ଯୋଗାଣ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ମୁଣ୍ଡ ଟେକିଛି ଜଳ ସଂକଟ । ଏଥିପାଇଁ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଲର ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ…

ଫ୍ୟାନ୍ସଙ୍କୁ ଲାଗିଲା ଝଟକା, ‘ମୁଁ କିଛି ବି ଶୁଣି ପାରୁ ନାହିଁ…’ ଇନଷ୍ଟାଗ୍ରାମରେ ଏପରି କିଛି ଲେଖି ନିଜ ଯନ୍ତ୍ରଣା ପ୍ରକାଶ କରିଛନ୍ତି…

ମୁମ୍ବାଇ: ବଲିଉଡ଼ର ବିଶିଷ୍ଟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅଳକା ୟାଗ୍ନିକ୍ । ବଲିଉଡ ଜଗତକୁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି । ତାଙ୍କ ସୁମଧୁର ଆୱାଜର ଆଜି ବି ଅନେକ ଦିୱାନା ଅଛନ୍ତି । ନିକଟରେ ଅଳକାଙ୍କୁ ନେଇ ଏକ ବଡ଼ ଖବର…