ଉତ୍ତରପ୍ରଦେଶରେ ହେବକି ବଡ଼ ପରିବର୍ତ୍ତନ ? RSS ଏବଂ BJP ବୈଠକକୁ ନେଇ ବଢ଼ୁଛି ଉତ୍କଣ୍ଠା, ବୈଠକରେ ଏହି ନେତା ହେବେ ସାମିଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜାରି ରହଛି ରାଜନୈତିକ ହଲଚଲ । ଏଥିମଧ୍ୟରେ ଜୁଲାଇ ୨୦ ଏବଂ ୨୧ରେ ଲକ୍ଷ୍ନୌରେ RSS ଏବଂ BJP ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । RSSର ଜଏଣ୍ଟ ଜେନେରାଲ ସେକ୍ରେଟେରୀ ଅରୁଣ କୁମାରଙ୍କ ଦ୍ୱାରା…

ଅବପାତରେ ପରିଣତ ହେଲା ଲଘୁଚାପ, ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଅବପାତଟି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ଅବପାତଟି ପୁରୀଠାରୁ ୭୦ କିମି…

BoAt ଲଞ୍ଚ୍ କଲା ନୂଆ ସ୍ମାର୍ଟ ରିଂଗ୍‌, ରହିଛି ଜବରଦସ୍ତ ଫିଚର, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନିକଟରେ ସାମସଙ୍ଗ୍ ଏହାର ଏବକ୍ଷବଙ୍ଘଚ୍ଚ ଜସଦ୍ଭଶ ଲଞ୍ଚ୍ କରିଥିଲା । ଏହାର ମୂଲ୍ୟ ପ୍ରାୟ ୩୩ ହଜାର ଟଙ୍କା ଥିଲା । ଏଥିମଧ୍ୟରେ BoAt ବି ଏକ Smart Ring Active ଲଞ୍ଚ୍ କରିଛି । କୁହାଯାଉଛି ଏହା ହେଉଛି…

କାଉଡ଼ିଆ ମାର୍ଗରେ ଥିବା ଭୋଜନାଳୟରେ ଲାଗିବ ମାଲିକଙ୍କ ନେମପ୍ଲେଟ୍‌, ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲ‌‌‌‌କ୍ଷ୍ନୌ: ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ କାଉଡ଼ିଆ ଯାତ୍ରା ଅନେକ ଗୁରୁତ୍ୱ ବହନ କରେ । ଏଥିପାଇଁ ବିଭିନ୍ନ ପ୍ରାନ୍ତରେ ଥିବା କାଉଡ଼ିଆଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ଉତ୍ତରପ୍ରଦେଶ…

ହାଡ଼ରେ ନିୟମିତ ଯନ୍ତ୍ରଣା ଅନୁଭବ କରୁଥିଲେ ହୋଇଯା’ନ୍ତୁ ଆଲର୍ଟ, ହୋଇପାରେ Bone Cancer, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ବ୍ୟକ୍ତିକୁ ଅଧିକ ରୋଗାଗ୍ରସ୍ତ କରିଦେଉଛି । ଏମିତିରେ ଶରୀରର ରୋଗପ୍ରତିରୋଧକ ଶକ୍ତି ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଏଭଳି ଏକ ରୋଗ ହେଉଛି ଅସ୍ଥି କର୍କଟ(Bone…

ସୋସିଆଲ ମିଡିଆରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡ଼ାଇବା ପଡ଼ିଲା ମହଙ୍ଗା, ଦେବାକୁ ପଡ଼ିବ ୫ ହଜାର ୟୁରୋ ଜରିମାନା

ରୋମ୍‌: ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ(Giorgia Meloni)ଙ୍କ ମଜାକ୍ ଉଡ଼ାଇବା ଜଣେ ସାମ୍ବାଦିକାଙ୍କୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ଜଣେ ସାମ୍ବାଦିକା ମେଲୋନୀଙ୍କ ଉଚ୍ଚତାକୁ ନେଇ ମଜାକ୍ ଉଡ଼ାଇଥିଲେ । ଏହି…

ରତ୍ନବେଦୀକୁ ବାହୁଡ଼ିବେ ନୀଳାଦ୍ରୀପତି, ମାତା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ । ଜନ୍ମ ବେଦୀରେ ଲୀଳା ଖେଳା ସାରି ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳାଦ୍ରୀନାଥ । ଆଜି ଶ୍ରୀଜିଉଙ୍କ ଘୋଷଯାତ୍ରାର ଅନ୍ତିମ ଦିନ । ଏହି ଦିନ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼…

ଅଜିଠାରୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆଜି ଠାରୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏଥିପାଇଁ ଓଡ଼ିଶା…

ବିକାନେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନ ବିକାନେରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ବିକାନେର ଭାରତମାଳା ରାଜପଥର ମହାଜନ ଥାନା ଅନ୍ତର୍ଗତ ଜେତପୁର ଟୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା…

ଅନଲାଇନ୍ Fraudର ନୂଆ ଉପାୟ, ବିନା OTP ଏବଂ ଫୋନ୍ କଲରେ ଖାଲି ହୋଇଯାଉଛି ବ୍ୟାଙ୍କ୍ ଆକାଉଣ୍ଟ, ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ୍ ଫ୍ରଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ହ୍ୟାକର୍ସମାନେ ମଧ୍ୟ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏହା ଉଭୟ ପୋଲିସ ଏବଂ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର…