ହସ୍ପିଟାଲ ବେଡରୁ ପିତାଙ୍କୁ ମନେ ପକାଇଲେ ହିନା ଖାନ୍‌, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଟିଭି ସିରିଏଲରୁ ଲୋକପ୍ରିୟତା ଅର୍ଜନ କରିଥିଲେ ହିନା ଖାନ୍ । ବର୍ତ୍ତମାନ ସେ ଷ୍ଟେଜ୍ ୩ ସ୍ତନ କର୍କଟରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଏଭଳି ଏକ…

ମଇଦାନରେ ଦେଖିବାକୁ ମିଳିବ ଫାଷ୍ଟ ବୋଲରଙ୍କ ଜଲୱା, ଏହି ସିରିଜରେ ଭାରତୀୟ ଟିମରେ ସାମିଲ ହେବେ ମୋହମ୍ମଦ ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ପାଇଁ ଖୁସି ଖବର । ୨୦୨୩ ବିଶ୍ୱକପ ପରେ ଆଘାତ ଲାଗିବା କାରଣରୁ ଟିମରୁ ବାହାରେ ଥିବା ମୋହମ୍ମଦ ଶାମି ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି । ବର୍ତ୍ତମାନ ଶାମି ନ୍ୟାସନାଲ କ୍ରିକେଟ…

ଭାରତର GDP ଅଭିବୃଦ୍ଧି ଚୀନ୍ ଠାରୁ ଆଗରେ ରହିବ, IMF ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତର ଦବଦବା ଆଗାମୀ ସମୟରେ ଜାରି ରହିବ । ଏନେଇ ଆନ୍ତର୍ଜାତୀୟ ମୁଦ୍ରା କୋଷ(IMF) ଏକ ରିପୋର୍ଟରେ ପ୍ରକାଶ କରିଛି । ଉକ୍ତ ରିପୋର୍ଟ ଅନୁଯାୟୀ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭…

NITI ଆୟୋଗର ନୂତନ ଟିମ୍ ଗଠିତ; ଅଧ୍ୟକ୍ଷ ହେବେ ପ୍ରଧାନମନ୍ତ୍ରୀ ମୋଦୀ, ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବରେ ତାଲିକାରେ ଏହି ମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ନୀତି ଆୟୋଗର ନୂତନ ଟିମ୍ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିମର ଅଧ୍ୟକ୍ଷ ରହିଥିବା ବେଳେ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ସୁମନ ବେରୀ । ନୀତି ଆୟୋଗର…

ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ UN General Assembly ବୈଠକ, ସଭାକୁ ସମ୍ବୋଧିତ କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ(UN General Assembly) ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ଅନେକ ଦେଶର ମୁଖିଆ, ନୀତି ନିର୍ଧାରକ ଓ ବିଶେଷଜ୍ଞ…

ହରି ଶୟନ ଏକାଦଶୀ ଦିନ ତୁଳସୀ ସହ ଜଡ଼ିତ ଏହି ଭୁଲ କରନ୍ତୁ ନାହିଁ, ମାତା ଲକ୍ଷ୍ମୀ ହୋଇଥାନ୍ତି ରୁଷ୍ଟ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଜୁଲାଇ ୧୭ରେ ହରି ଶୟନ ଏକାଦଶୀ । ଏହି ଦିନ ଠାରୁ ଚାତୁର୍ମାସ ଆରମ୍ଭ ହୋଇଥାଏ । ଶ୍ରୀ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଗଭୀର ନିଦ୍ରାରେ ଚାଲିଯିବେ । ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ…

ଏବେ ରାଜ୍ୟପାଳଙ୍କ ବିରୋଧରେ କିଛି ବି କହିପାରିବେ ନାହିଁ ମମତା ବାନାର୍ଜୀ, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ ସହ ଚାଲୁଥିବା ବାକ୍ ଯୁଦ୍ଧକୁ ନେଇ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ମଙ୍ଗଳବାର କୋଲକାତା ହାଇକୋର୍ଟ ମମତାଙ୍କୁ…

ହାଇ ହିଲ୍ ପିନ୍ଧୁଛନ୍ତି କି ? ଏହି ସହଜ ଟିପ୍ସ ଆପଣାଇ ପାଦର ଯନ୍ତ୍ରଣାକୁ କୁହନ୍ତୁ ବାଏ ବାଏ

ଓଡ଼ିଶା ଭାସ୍କର: ଅଧିକାଂଶ ମହିଳା ହାଇ ହିଲ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଏହା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । ଏହା ଆପଣଙ୍କୁ ଗ୍ଲାମରସ୍ ଲୁକ୍ ଦେଇଥାଏ । ତେଣୁ ଅଧିକାଂଶ ମହିଳା ଏହକୁ ବିଶେଷ…

ଦିଲ୍ଲୀର ଏହି ଅଞ୍ଚଳରେ ଜୁଲାଇ ୧୮ରେ ଦେଖାଯିବ ଜଳ ସଂକଟ, ଜାଣନ୍ତୁ କେତେ ଘଣ୍ଟା ପରେ ଆରମ୍ଭ ହେବ ସପ୍ଲାଇ

ନୂଆଦିଲ୍ଲୀ: ଜୁଲାଇ ୧୮ରେ ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ହେବା ନେଇ ମଙ୍ଗଳବାର ଦିଲ୍ଲୀ ଜଲ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ରେଡିସନ୍ ବ୍ଲୁ ହୋଟେଲ ନିକଟରେ ‘ଓାଟର ଗେଟ୍ ଭାଲ୍ଭ’ ବନ୍ଦ ହେତୁ ଗୁରୁବାର…

ଘରେ ଥିଲେ ଏହି ହର୍ବାଲ ପ୍ଲାଣ୍ଟ୍‌, ବର୍ଷା ଦିନେ ପାଖ ମାଡ଼ିବେ ନାହିଁ ମଶା ଓ ମାଛି

ଓଡ଼ିଶା ଭାସ୍କର: ବର୍ଷା ଦିନେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ଯୋଗୁଁ ଥଣ୍ଡା, କାଶ, ଜ୍ୱର ସହ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।…