fbpx

କ୍ରେଡିଟ୍ କାର୍ଡ଼ଧାରୀଙ୍କ ପାଇଁ RBIର ଉପହାର, ଏଣିକି ଚୟନ କରିପାରିବେ ନିଜ ପସନ୍ଦର ନେଟୱାର୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ତରଫରୁ କ୍ରେଡିଟ୍ କାର୍ଡ଼ଧାରୀଙ୍କ ପାଇଁ ଏକ ଉପହାର ଆଣିଛି । ବର୍ତ୍ତମାନ କ୍ରେଡିଟ୍ କାର୍ଡ଼ଧାରୀ ନିଜ ପସନ୍ଦର ନେଟୱାର୍କ ଚୟନ କରିପାରିବେ । ଏନେଇ ବୁଧବାର ଆରବିଆଇ…

‘ରାଏବରେଲି ଡାକୁଛି…’ ନିର୍ବାଚନ ଲଢ଼ିବାକୁ ପ୍ରିୟକାଙ୍କୁ ଉତ୍ସାହିତ କଲେ ସମର୍ଥକ

ଲକ୍ଷ୍ନୌ: ଗତ ଦୁଇ ଦଶନ୍ଧି ଧରି ପୂର୍ବତନ କଂଗ୍ରସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲି ଆସନର ପ୍ରତିନିଧିତ୍ୱ କରି ଆସୁଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସଦସ୍ୟ ଅଛନ୍ତି । କଂଗ୍ରେସ ଏପର୍ଯ୍ୟନ୍ତ ରାଏବରେଲି ଆସନରୁ…

ଗୁଗୁଲ Billing Policyରେ ପରିବର୍ତ୍ତନ, ସରକାରଙ୍କ ହସ୍ତକ୍ଷେପ ପରେ ପ୍ଲେ ଷ୍ଟୋରରେ ପୁନଃ ସାମିଲ ହେଲା ଏହି ଆପ୍

ନୂଆଦିଲ୍ଲୀ: ନିକଟରେ ଗୁୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ ଆପ୍ ହଟାଇ ଦେଇଥିଲା । ଏଥିମଧ୍ୟରେ ଗୁଗୁଲର ବିଲିଂ ପଲିସିକୁ ନେଇ ବିବାଦ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ହସ୍ତକ୍ଷେପ ପରେ ପୁନଃ ଏହି ଆପ୍…

WB Police Vacancy 2024: ୧୦ ହଜାରରୁ ଉର୍ଦ୍ଧ୍ୱ ପୋଷ୍ଟ ପାଇଁ ପଦବୀ ଖାଲି, ମାର୍ଚ୍ଚ ୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଭାସ୍କର: ପୋଲିସ ଚାକିରି ପାଇଁ ଇଚ୍ଛୁୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ପଶ୍ଚିମବଙ୍ଗ ପୋଲିସ recruitment board ବିଭାଗରେ କନଷ୍ଟେବଲ ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛି । ଯୋଗ୍ୟ ପ୍ରାର୍ଥୀମାନେ…

କାନ ବିନ୍ଧାକୁ କରନ୍ତୁ ନାହିଁ ଅଣଦେଖା, ହ୍ରାସ ହୋଇପାରେ ଶ୍ରବଣ ଶକ୍ତି

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ଅଧିକାଂଶ ଲୋକଙ୍କ ମଧ୍ୟରେ କାନ ବୋହିବା(Ear Drainage) ଭଳି ସମସ୍ୟା…

ବେଲ ଗଛ ମୂଳେ ଦୀପଦାନ କଲେ ମିଳିଥାଏ ଶିବଙ୍କ କୃପା

ଓଡ଼ିଶା ଭାସ୍କର: ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସମୟରେ ଦୀପ ଜଳାଇବା ପ୍ରାଚୀନ ହିନ୍ଦୁ ପରମ୍ପରା ଅଟେ । ଘରର ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏବଂ ଶୁଭାଶୁଭ ଫଳ ପାଇଁ ଦୀପଦାନର ମହତ୍ୱ ରହିଛି । ପ୍ରତିଦିନ ସ୍ନାନ…

କାକୋରୀରେ ସିଲିଣ୍ଡର ବିସ୍ଫୋରଣ, ପରିବାରର ୫ ମୃତ, ୪ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ କାକୋରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସିଲିଣ୍ଡର ବିସ୍ଫୋରଣରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ…

ବିନା ଅନୁମତିରେ ସ୍ଥାନର ନାମ ପରିବର୍ତ୍ତନ କରିଲେ ମିଳିବ ଦଣ୍ଡ: ମଣିପୁର ବିଧାନସଭାରେ ପାରିତ ହେଲା ବିଲ୍

ଇମ୍ଫାଲ: ସରକାରଙ୍କ ବିନା ଅନୁମତିରେ କୌଣସି ସ୍ଥାନର ନାମ ପରିବର୍ତ୍ତନ କରିବା ଏକ ଦଣ୍ଡନୀୟ ଅପରାଧ । ଏନେଇ ସୋମବାର ମଣିପୁର ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି…

ଇତିହାସ ରଚିଲା ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳ, ପ୍ରଥମ ଥର ଅଲିମ୍ପିକ୍ସ ପାଇଁ ହେଲା କ୍ୱାଲିଫାଇ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ୍(ଟିଟି) ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତୀୟ ମହିଳା…

ଏଲନ ମସ୍କଙ୍କୁ ବଡ଼ ଝଟକା; ଧନୀ ତାଲିକାର ଶୀର୍ଷରୁ ଖସିଲେ, ତାଙ୍କ ସ୍ଥାନରେ ରହିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଦେଶର ସବୁଠାରୁ ଧନୀ ତାଲିକାର ଶୀର୍ଷରେ ଥିବା ଟେସଲା ତଥା ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏବଂ ସିଇଓ ଏଲନ ମସ୍କଙ୍କୁ ଲାଗିଛି ବଡ଼ ଝଟକା । ବର୍ତ୍ତମାନ ଏଲନ ମସ୍କ ଧନୀ ତାଲିକାର ଦ୍ୱିତୀୟ…