fbpx

ଅଷ୍ଟମ ଥର ପାଇଁ ED ସମନକୁ ଏଡ଼ାଇଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନିତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ପୁଣି ଥରେ ଏଡ଼ାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମାର୍ଚ୍ଚ ୪ ତାରିଖରେ…

Numerology Horoscope: ଏହି ରାଶିଙ୍କ ପାଇଁ ଶୁଭ ରହିବ ମାର୍ଚ୍ଚର ପ୍ରଥମ ସପ୍ତାହ, ବର୍ଷିବ ଭୋଳାନାଥଙ୍କ କୃପା

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ରାଶି ପରିବର୍ତ୍ତନ ଆମ ଜୀବନରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଅଙ୍କ ଶାସ୍ତ୍ରର ମଧ୍ୟ ଗୁରୁତ୍ୱ ରହିଛି । ଆମ ଜନ୍ମ ତାରିଖକୁ ଯୋଡ଼ିବା ପରେ ଯାହା…

ଉପର ମୁହାଁ ଦିନ ତାପମାତ୍ରା; ୩୫ ଡିଗ୍ରୀ ଉପରେ ୧୩ ସହର, ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଉପର ମୁହାଁ ହେଉଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ବେଳେ ୭ଟି ସହରରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୪-୫…

ଇନ୍ଦ୍ରାବତୀ କେନାଲରେ ଘାଇ, ଜଳମଗ୍ନ ଚାଷ ଜମି

ଧର୍ମଗଡ଼: କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ କେନାଲରେ ଘାଇ ସୃଷ୍ଟି ହୋଇଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭୁଶୁଡ଼ିବା କାରଣରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଆଖପାଖ ଅଞ୍ଚଳ ସହ ଶହ ଶହ ହେକ୍ଟର…

ଆଇସକ୍ରିମ୍ ଖାଉଥିଲେ ସାବଧାନ ! ‘ବ୍ରେନ୍ ଫ୍ରିଜ୍’ ରୋଗର ଆଶଙ୍କା ଦେଖାଦେଇଥାଏ, ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଓଡ଼ିଶା ଭାସ୍କର: ଖରା ଦିନ ଆସିଲାଣି । ଏମିତିରେ ପ୍ରାୟ ସମସ୍ତେ ଥଣ୍ଡା ଖାଦ୍ୟପେୟ ପସନ୍ଦ କରିଥାନ୍ତି । ବିଶେଷ କରି ଆଇସକ୍ରିମ୍ । ଅଧିକାଂଶ ଲୋକଙ୍କୁ ଆଇସକ୍ରିମ୍ ଏତେ ପସନ୍ଦ ଥାଏ ଯେ ସେମାନେ ବର୍ଷ ସାରା ଆଇସକ୍ରିମ୍…

AI ପ୍ରଡକ୍ଟ ଲଞ୍ଚ୍ ପାଇଁ ଅନୁମତି ଲୋଡ଼ା, ଟେକ୍ କମ୍ପାନୀ ପାଇଁ ଆଡଭାଇଜରୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଅପବ୍ୟବହାର ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୈଷୟିକ କମ୍ପାନୀ ଗୁଡ଼ିକ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI…

ଅନନ୍ତ- ରାଧିକା ପ୍ରି ୱେଡ଼ିଂ ସେରିମନି: ଅନନ୍ତଙ୍କ ଭାବପୂର୍ଣ୍ଣ ଭାଷଣ ଶୁଣି କାନ୍ଦି ପକାଇଲେ ମୁକେଶ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଅମ୍ବାନୀ ପରିବାରର ବିଗ୍ ଫ୍ୟାଟ୍ ୱେଡ଼ିଂକୁ ନେଇ ସବୁଆଡ଼େ ଚର୍ଚ୍ଚା । ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସୁପୁତ୍ର ଅନନ୍ତ ଅମ୍ବାନୀ ଚଳିତ ବର୍ଷ ଜୁଲାଇ ମାସରେ ରାଧିକା…

IB Recruitment 2024: ୧୫୭ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଓଡ଼ିଶା ଭାସ୍କର: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଟେଲିଜେନ୍ସ ବୁ୍ୟରୋ(Intelligence Bureau)ରେ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଡେପୁଟି ଡାଇରେକ୍ଟର,…

Chanakya Niti: ଏହି ସବୁ କଥା ପତ୍ନୀଙ୍କ ଠାରୁ ଲୁଚାଇ ରଖନ୍ତୁ, ଦାମ୍ପତ୍ୟ ଜୀବନ ସୁଖମୟ ହେବ

ଓଡ଼ିଶା ଭାସ୍କର: ଆଚାର୍ଯ୍ୟ ଚାଣକ୍ୟ ନିଜ ପୁସ୍ତକ ନୀତିଶାସ୍ତ୍ରରେ କ୍ୟାରିୟର, ଚାକିରି, ସାଙ୍ଗସାଥୀ, ବୈବାହିକ ଜୀବନ, ଧନ ଏବଂ ମହିଳାଙ୍କ ବିଷୟରେ ଅନେକ କଥାର ବର୍ଣ୍ଣନା କରିଛନ୍ତି । ଏହା ସହ ଜଡ଼ିତ ସମସ୍ୟାର ସମାଧାନ…

ଦିଲ୍ଲୀରୁ ୪ ଜଣ ସାଂସଦଙ୍କ ଟିକଟ ବାତିଲ, ନୂତନ ଚେହେରାଙ୍କୁ ସୁଯୋଗ, ବିଜେପିର ରଣନୀତି ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୌତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଶନିବାର ଭାରତୀୟ ଜନତା ପାର୍ଟି(ବିଜେପି)ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ପ୍ରଥମ…