fbpx

ଆଜି ନାମାଙ୍କନ ଦାଖଲ କରିବେ ୨ ବିଜେଡ଼ି ପ୍ରାର୍ଥୀ, ତୃତୀୟ ପ୍ରାର୍ଥୀକୁ ନେଇ ଜାରି ରହିଛି ସସ୍ପେନ୍ସ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ିର ସମର ସଜ୍ଜା । ଏଥିପାଇଁ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି । କଟକ- ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ବିଜେଡ଼ି ଯୁବ ମୋର୍ଚ୍ଚା…

ଆଜି ଆସୁଛନ୍ତି ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ, କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ଅସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି…

ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ସଚ୍ଚିନ୍ ପାଇଲଟ୍

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ନିର୍ବାଚନ ପ୍ରଚାର ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛି କଂଗ୍ରେସ । କଂଗ୍ରେସର ପୂର୍ବତନ…

Bihar Floor Test: ବିଧାନସଭା ବାଚସ୍ପତି ପଦରୁ ହଟିଲେ ଅୱଧ ବିହାରୀ ଚୌଧୁରୀ, ବିପକ୍ଷରେ ପଡ଼ିଲା ୧୨୫ ଭୋଟ୍

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫ୍ଲୋର ଟେଷ୍ଟକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ବିଧାନସଭା ବାଚସ୍ପତିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିହାର ବିଧାନସଭାର…

FD Laddering ଅର୍ଥ ସଞ୍ଚୟ କରିବାର ନୂଆ ଉପାୟ, ଜାଣନ୍ତୁ ଏହାର ଫାଇଦା

ଓଡ଼ିଶା ଭାସ୍କର: ସାଧାରଣତଃ ମହିଳାମାନେ ଅର୍ଥ ସଞ୍ଚୟ କରିବାରେ ଏକ୍ସପର୍ଟ । ସେମାନେ ବ୍ୟାଙ୍କରେ ପାରମ୍ପରିକ ଉପାୟ ଫିକ୍ସଡ୍ ଡିପୋଜିଟ୍‌(FD) ମାଧ୍ୟମରେ ଟଙ୍କା ଜମା କରିଥାନ୍ତି । ବର୍ତ୍ତମାନ ନୂଆ ଟେକ୍ନୋଲୋଜି…

NCHM JEE 2024: ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ ପରୀକ୍ଷା ପାଟର୍ନ ଏବଂ ମାର୍କିଂ ସ୍କିମ୍‌

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ବୋର୍ଡ଼ ପରୀକ୍ଷା । ଚିନ୍ତାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ । ସାଧାରଣତଃ ୧୦ମ ଓ ଦ୍ୱାଦଶ ପରେ ପିଲାମାଙ୍କ କ୍ୟାରିୟରକୁ ନେଇ ଅଭିଭାବକମାନେ ବେଶି ଟେନସନ୍ ହୋଇଯାନ୍ତି । ନିକଟରେ…

ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ଶୀଘ୍ର ଡିସଚାର୍ଜ ହେବା ନେଇ କହିଲେ ଡାକ୍ତର

କୋଲାକାତା: ବିଶିଷ୍ଟ ଅଭିନେତା ଓ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ମିଥୁନ ଦା ସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ନିକଟରେ ଛାତିରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ…

ଆଜି ବିହାରରେ ଆସ୍ଥା ଭୋଟ୍‌, NDA ଏବଂ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ଛକାପଞ୍ଝା

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସ୍ଥା ଭୋଟର ସମ୍ମୁଖୀନ ହେବେ । ଏନେଇ ବିହାର ରାଜନୀତି ବେଶ ସରଗରମ ରହିଛି । ଉଭୟ ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ନିଜ ନିଜ ବିଧାୟକଙ୍କୁ ଏକ ପ୍ରକାର ନଜରବନ୍ଦ କରି…

Restless Leg Syndrome କ’ଣ ? ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ବ୍ୟକ୍ତିର ଜୀବଶୈଳୀରେ ପରିବର୍ତ୍ତନ ଦେଖାଦେଇଛି । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଟେନସନ୍ ଭିତରେ ସନ୍ତୁଳନ ବଜାୟ ରଖିବା ଏକ ଚ୍ୟାଲେଞ୍ଜ ପାଲଟିଯାଇଛି । ଏଥିମଧ୍ୟରେ…

ମ୍ୟାଁମାର ସରକାରଙ୍କ ନିଷ୍ପତ୍ତି; ସେନାରେ ଯୁବ ଗୋଷ୍ଠୀ ଚାକିରି କରିବା ବାଧ୍ୟତାମୂଳକ

ୟାଙ୍ଗନ୍‌: ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା(ସାମରିକ) ସରକାର ଦେଶର ସମସ୍ତ ଯୁବକ ଯୁବତୀଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ବାଧ୍ୟତାମୂଳକ ନିୟମ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ମ୍ୟାଁମାର ଦକ୍ଷିଣାଞ୍ଚଳରେ ଗଣତନ୍ତ୍ର…