Relationship Tips: ନବ ବିବାହିତ ପତ୍ନୀଙ୍କୁ ଏପରି କୁହନ୍ତୁ ନାହିଁ, ସମ୍ପର୍କରେ ଦେଖା ଦେଇପାରେ ଫାଟ
ଓଡ଼ିଶା ଭାସ୍କର: ନବ ଦମ୍ପତ୍ତିଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ବିଶେଷ ଥାଏ । ପ୍ରାରମ୍ଭିକ ସମୟରେ ସେମାନେ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିଥାନ୍ତି । ଉଭୟଙ୍କ ପାଇଁ ଦୁଇଟି ପରିବାର ନୂଆ ଥାଏ ଏବଂ ସେମାନଙ୍କ ସହ…