fbpx

ସରଫରାଜ ନା ପାଟିଦାର…ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା BCCI !

ନୂଆଦିଲ୍ଲୀ: ଫେବୃଆରୀ ୨ରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ । ବର୍ତ୍ତମାନ ଏହି ମ୍ୟାଚରେ ଭାରତୀୟ ଦଳର କେଉଁ ଖେଳାଳି ନିଜ ସ୍ଥାନ ବଜାୟ ରଖିବେ ସେ ନେଇ…

ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ମାଗଣା ମାନବିକ ସହାୟତା ପ୍ରଦାନ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଦୃଷ୍ଟିବାଧିତଙ୍କୁ ସୁବିଧା ଯୋଗାଇଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଦ୍ଦେଶ ଦେଇଛନ୍ତି । ବଡ଼ ବଡ଼ ରେଳ ଷ୍ଟେସନରେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ମାଗଣା ମାନବ…

ଦୁଇ ଦିନ ବନ୍ଦ ରହିବ Income Tax E-Filing ୱେବସାଇଟ୍, ସମୟ ପୂର୍ବରୁ ଶେଷ କରନ୍ତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ କରଦାତା(Taxpayer) ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । TDS ଏବଂ TCS ଜମା କରିବା ଧାର୍ଯ୍ୟ ତାରିଖ ପୂର୍ବରୁ ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ ୨ ଦିନ ପର୍ଯ୍ୟର୍ନ୍ତ…

Success Mantra: ବାରମ୍ବାର ଅସଫଳତା ଭାଙ୍ଗି ଦେଉଛି କି ମନୋବଳ, Positive ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପାଖେଇ ଆସିଲାଣି ପରୀକ୍ଷା ଋତୁ । ଏଥିପାଇଁ ବିଦ୍ୟାର୍ଥୀ ଏବଂ ଶିକ୍ଷକଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି । ସଂଘର୍ଷ ହେଉଛି ଜୀବନର ଏକ ଅଂଶବିଶେଷ । ପରୀକ୍ଷାରେ ସଫଳ ବା ଅସଫଳ ହେବା ଜୀବନର ଅନ୍ତ ନୁହେଁ ।…

‘ଗୋଟିଏ ବି ଆସନ ଛାଡ଼ିବୁ ନାହିଁ…’, ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସକୁ ମମତାଙ୍କ ଚେତାବନୀ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ, ମାର୍କ୍‌ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନ, ଫେବୃଆରୀ ୨ରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ସମ୍ପର୍କିତ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି ।…

ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ

କଟକ: ଦିନକୁ ଦିନ ବସ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେଥିମଧରେ କଟକ ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା କାରଣରୁ ୨୦ ଜଣ ଆହତ…

ଆଜି ଝାଡ଼ଖଣ୍ଡ ବନ୍ଦ, ଆଦିବାସୀ ସଂଘ ପକ୍ଷରୁ ବିରୋଧ

ରାଞ୍ଚି: ଆଜି ଆଦିବାସୀ ସଂଘ ପକ୍ଷରୁ ଝାଡ଼ଖଣ୍ଡ ବନ୍ଦ ପାଳନ କରାଯିବ । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ଗିରଫ କରିଥିଲା । ଏନେଇ ଆଦିବାସୀ ସଂଘ…

ଫେକ୍ କାଷ୍ଟିଂ କଲ୍ ବିରୋଧରେ ନୋଟିସ ଜାରି କଲା ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ୍

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ସଲମାନ ଖାନ୍ କୌଣସି ନା କୌଣସି କାରଣ ପାଇଁ ଲାଇମ୍ଲାଇଟରେ ରହିଥାନ୍ତି । ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କ ପ୍ରଡକ୍ସନ କମ୍ପାନୀ ‘ସଲମାନ ଖାନ୍…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଆସନ୍ତା ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲଙ୍କୁ ସ୍ୱାଗତ…