fbpx

ମହୋଦଧିରେ ସ୍ନାନ କରି ପାପ ଧୋଇଲେ ମହାରାଜ କଂସ

ଓଡ଼ିଶା ଭାସ୍କର: କଂସ ବଧ ସହ ଉଦ୍ୟାପିତ ହୋଇଯାଇଛି ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ତେବେ ଧନୁଯାତ୍ରା ସାରି ପୁରୀରେ ପହଂଚିଥିଲେ ମହାରାଜା କଂସ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ…

ଦ୍ୱିତୀୟ ଥର ପାଇଁ ପିତା ହେବେ ଭଗବନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୁଣି ଥରେ ପିତା ହେବେ । ପଞ୍ଜାବର ଲୁଧିଆନାରେ ଗଣତନ୍ତ୍ର ଦିବସ ସମାରୋହ ପ୍ୟାରେଡରେ ଏହି ସୂଚନା ଦେଇଥିଲେ । ଗଣତନ୍ତ୍ର ଦିବସ ଉପଲକ୍ଷେ ସମାରୋହରେ ସେ ଜନସାଧାରଣଙ୍କୁ…

Flag Unfurling ଏବଂ Flag Hoisting ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ, ଜାଣନ୍ତୁ…

ଓଡ଼ିଶା ଭାସ୍କର: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଗଡ଼ି, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ: ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଗଡ଼ିରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।…

ମମତାଙ୍କ ଏକଲା ଚଲୋ ନୀତି ପଡ଼ିବ ଭାରି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ଏକାକୀ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ…

ଜିମ୍ବାୱେ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଏହି ୨ ଖେଳାଳିଙ୍କ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ନିଷିଦ୍ଧ ଡ୍ରଗ୍ସ୍ ବ୍ୟବହାର କରିବା ଅଭିଯୋଗ ନେଇ ବୋର୍ଡ଼ ପକ୍ଷରୁ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଅପରପକ୍ଷରେ ଏହି ଦୁଇ ଖେଳାଳୀ ଯାଞ୍ଚ…

ଗଣତନ୍ତ୍ର ଦିବସରେ କଏଦୀଙ୍କ ପାଇଁ ଉପହାର, ୨ ମାସ ପର୍ଯ୍ୟନ୍ତ ଦଣ୍ଡରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ହରିୟାଣା ସରକାର ଜେଲରେ ଥିବା କଏଦୀମାନଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛନ୍ତି । ହରିୟାଣାର ଅପରାଧିକ ପ୍ରାଧିକରଣ ନ୍ୟାୟାଳୟ ଦ୍ୱାରା ଦଣ୍ଡ ଭୋଗୁଥିବା…

ଆଜି ଠାରୁ ୩ ଦିନ ବନ୍ଦ ରହିବ ଶେୟାର ବଜାର

ମୁମ୍ବାଇ: ଆପଣ ଯଦି ଶେୟାର ବଜାରରେ ନିବେଶ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏନେଇ ଆଜି BSE ଏବଂ NSE ପକ୍ଷରୁ ବଜାର କାରବାର ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଆଜି ସାରା ଦେଶ ଗଣତନ୍ତ୍ର ଦିବସ…

‘ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ’ କହିଲେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଅର୍ଥିକ ସଂକଟ…

‘ବକ୍ସି ଜଗବନ୍ଧୁ’ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା

ଓଡ଼ିଶା ଭାସ୍କର: ଆଜି ସାରା ଦେଶ ପାଳନ କରୁଛି ୭୫ମତମ ଗଣତନ୍ତ୍ର ଦିବସ । ପ୍ରତି ଦେଶବାସୀଙ୍କ ମନରେ ଭରି ରହିଛି ଉତ୍ସାହ ଓ ଉଦ୍ଦୀପନା । ପ୍ରତି ଭାରତୀୟଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦିନ । ୧୯୫୦ ମସିହା ଜାନୁଆରୀ ୨୬…