fbpx

ପିଲାମାନଙ୍କୁ Antibiotics ଦେଉଛନ୍ତି କି ? ଏହାର Side Effects ପିଲାମାନଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲା ମାତ୍ରେ ପ୍ରଥମେ ପିଲାମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ପିଲାମାନେ ସର୍ଦ୍ଦି, କାଶ, ଥଣ୍ଡା, ଫ୍ଲୁ ଭଳି ବିଭିନ୍ନ ଭାଇରାଲ ସଂକ୍ରମଣର ସମ୍ମୁଖୀନ ହୋଇଥାନ୍ତି ।…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁରକ୍ଷା ଦେବ ‘ପଞ୍ଚମୁଖି କବଚ’, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଦିନ ପାଇଁ ବିଶେଷ…

ଷ୍ଟାଲିନଙ୍କୁ ସାହାରା ଦେଲେ ମୋଦୀ, ଭାଇରାଲ ହେଉଛି ଭିଡ଼ିଓ…

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନ୍ନାଇରେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ୍‌’ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍ ମଧ୍ୟ ଉପସ୍ଥିତ ଥିଲେ । ଏହି…

‘ବାବର ରୋଡ୍ ନାମ ପରିବର୍ତ୍ତନ କରାଯାଉ…’ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବାବର ରୋଡ୍‌’ର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ମାର୍ଗ ରଖାଯିବା ନେଇ ହିନ୍ଦୁ ସେନା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦାବି କରାଯାଇଛି । ଏନେଇ ଏହି ଦଳର କାର୍ଯ୍ୟକର୍ତ୍ତାମାନେ ବାବର ରୋଡ୍…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ RSSର ଅଭିଯୋଗ

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଥାନେ(Thane) କୋର୍ଟ ପକ୍ଷରୁ ଶୁକ୍ରବାର ଜୋରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ…

ପରବର୍ତ୍ତୀ ଶୁଣାଣି ଯାଏଁ ଶିକ୍ଷକ ନିଯୁକ୍ତିରେ ରୋକ୍ ଲଗାଇଲେ ହାଇକୋର୍ଟ

ଓଡ଼ିଶା ଭାସ୍କର: ଶିକ୍ଷକ ନିଯୁକ୍ତି ମାମଲାରେ ଅନିୟମିତତା ନେଇ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିମଧ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟ ଶୁଣାଇଛନ୍ତି ଅନ୍ତରୀଣ ଆଦେଶ । ଆସନ୍ତା…

ରାଜ୍ୟରେ ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କୁହୁଡ଼ି କାରଣରୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡ଼ିଛି । ଏହା ସହ ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା,…

ଚିଲିକାରେ ଚାଲିଛି ଡଲଫିନ୍ ଗଣନା

ଓଡ଼ିଶା ଭାସ୍କର: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଡଲଫିନ୍ ଗଣନା ଦିନ ୧୨ଟାରେ ଶେଷ ହେବ । ଏହି ଡଲଫିନ୍ ଗଣନାରେ ୧୮ଟି ଟିମ୍ ନିୟୋଜିତ ଅଛନ୍ତି । ବୈଜ୍ଞାନିକ ଡଲଫିନ୍…

ଧୂମପାନ ପୋଷ୍ଟର ମାମଲା: ଧନୁଷଙ୍କ ବିରୋଧରେ ହେଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଗତ କିଛି ମାସ ହେବା ଧୂମପାନ ଓ ଗୁଟଖାକୁ ପ୍ରୋତ୍ସାହିତ କରୁଥିବା ବଲିଉଡ଼ ତାରକାଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଉଛି । ଏହି ମାମଲାରେ ଅକ୍ଷୟ କୁମାର, ଅଜୟ ଦେବଗନ୍ ଏବଂ ଶାହରୁଖ ଖାନଙ୍କ ଭଳି ବଲିଉଡ଼…

ବିମାନ ଶୌଚାଳୟରେ ଫସିଥିବା ଯାତ୍ରୀଙ୍କୁ ଦେଲେ ଆଶ୍ୱାସନା, ନୋଟ୍ ହେଉଛି ଭାଇରାଲ…

ନୂଆଦିଲ୍ଲୀ: ନିକଟରେ ବିମାନ ଚଳାଚଳକୁ ନେଇ ବିଭିନ୍ନ ମାମଲା ସାମ୍ନାକୁ ଆସିଛି । କେତେବେଳେ ବିମାନର ଉଡ଼ାଣରେ ବିଳମ୍ବ ତ ପୁଣି କେତେବେଳେ ଜରୁରୀକାଳୀନ ବିମାନ ଅବତରଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ ।…