fbpx

ବାସ୍ତୁ ଅନୁଯାୟୀ ଘରେ ଲଗାନ୍ତୁ କ୍ୟାଲେଣ୍ଡର, ସୁଖ ଓ ସମୃଦ୍ଧିରେ ଭରିଦିଏ ଜୀବନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ରର ସକାରତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ସୁଖ, ସମୃଦ୍ଧି, ପ୍ରଗତି ଓ ସଫଳତା ଆଣିଥାଏ ।…

ମାର୍ଚ୍ଚ ୧୫ ସୁଦ୍ଧା ସୈନ୍ୟ ହଟାଅ, ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପରେ ମୁତୟନ ଥିବା ଭାରତୀୟ ସୈନିକଙ୍କୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରତ୍ୟାହାର କରିନେବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରବିବାର…

ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ, ୨୨ ମୃତ

ଡୋଡୋମା: ତାଞ୍ଜାନିଆର ସିମିୟୁ ଅଂଚଳ ସ୍ଥିତ ବାରିଆଡ଼ି ଜିଲ୍ଲାରେ ଏକ ଖଣିରେ ଭୂସ୍ଖଳନ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ସିମିୟୁ ଆଞ୍ଚଳିକ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ପାଇଁ…

ନିର୍ବାଚନୀ ପ୍ରସ୍ତୁତି; ଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫% ହ୍ୱିଲଚେୟାର ବ୍ୟବସ୍ଥା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦିବ୍ୟାଙ୍ଗଙ୍କ ପାଇଁ ପାଖାପାଖି ୩ ଲକ୍ଷରୁ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଲେ ଶାନ୍ ମାର୍ଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଶାନ୍ ମାର୍ଶ(Shaun Marsh) ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେବା ପାଇଁ ଘୋଷଣା କରିଛନ୍ତି । ବୁଧବାର Big Bash League(ବିବିଏଲ୍)ରେ ସିଡନୀ ଥଣ୍ଡର…

ବିଦେଶରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରଭାବ, ମେରିଲ୍ୟାଣ୍ଡରେ ଲାଇଟ୍ ଶୋ’ ପରେ ଆମେରିକାରେ କାର ରାଲି

ନୂଆଦିଲ୍ଲୀ: ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରଭୁ ରାମ ଲଲାଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତେ ଉତ୍ସବମୁଖର । କେବଳ ଭାରତ…

‘ମୁଁ OBC ସମୁଦାୟ ବିଷୟରେ କିଛି ବି କହିନି…’ ସ୍ପଷ୍ଟିକରଣ ଦେଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଅନ୍ୟ ପଛୁଆ ବର୍ଗ(ଓବିସି) ବିଷୟରେ ଦେଇଥିବା ଏକ ଟିପ୍ପଣୀକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ଏହା ପରେ ସେ ଏକ ବୟାନ ମାଧ୍ୟମରେ ସ୍ପଷ୍ଟିକରଣ ଦେଇଥିଲେ ଯାହା ସୋସିଆଲ…

ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ !

ବାଲେଶ୍ୱର: ପୁଣି ଚର୍ଚ୍ଚାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ ସମୟରେ…

ଦୁଇ ଦିନିଆ ଇରାନ ଗସ୍ତରେ ବୈଦେଶିକ ମନ୍ତ୍ରୀ, ଲୋହିତ ସାଗର ଏବଂ ପ୍ରମୁଖ ବିଷୟ ଉପରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଦୁଇ ଦିନିଆ ଇରାନ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହି ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ତାଙ୍କ ଇରାନର ପ୍ରତିପକ୍ଷ ହୋସୈନ ଅମୀର ଅବ୍ଦୁଲ୍ଲାହିୟନ୍ଙ୍କ ସହ ଲୋହିତ ସାଗରର…

ମୁଇଜ୍ଜୁଙ୍କୁ ଲାଗିଲା ବଡ଼ ଝଟକା, ଭାରତ ସହ ବିବାଦ ପଡ଼ିଲା ଭାରି

ନୂଆଦିଲ୍ଲୀ: ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏଥିମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁଙ୍କୁ ଲାଗିଛି ବଡ଼ ଝଟକା । ଭାରତ ସମର୍ଥକ ବିରୋଧୀ…