fbpx

ବିବାଦ ଘେରରେ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’, ନୟନତାରାଙ୍କ ନାଁରେ ମାମଲା ରୁଜୁ

ଭୋପାଲ: ନୀଲେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’କୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ଡିସେମ୍ବର ୧ରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥିବା ବେଳେ ଡିସେମ୍ବର ୨୯ରେ ଓଟିଟି ପ୍ଲାଟଫର୍ମ…

ମକର ସଂକ୍ରାନ୍ତିରେ ବିହାରବାସୀ ସେବନ କରିଥାନ୍ତି ‘ଦହି- ଚୁଡ଼ା’, ଜାଣନ୍ତୁ କାହିଁକି ?

ଓଡ଼ିଶା ଭାସ୍କର: ମକର ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ । ଦେଶରେ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ସହ ଜଡ଼ିତ ପରମ୍ପରା ପ୍ରଚଳିତ । ଅଧିକାଂଶ ଅଂଚଳରେ ମକର ସଂକ୍ରାନ୍ତିକୁ ନୂତନ ବର୍ଷର ଆରମ୍ଭ ଭାବରେ ବିବେଚିତ…

କର୍ମଜୀବୀ ମହିଳା ଏପରି ନିଅନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କର୍ମଜୀବୀ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘର ଏବଂ ଅଫିସ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ଉଭୟ…

ଆପତ୍ତିଜନକ ଭିଡ଼ିଓ ମାମଲା; Youtube ଉପରେ କେସ୍ କଲା ମହାରାଷ୍ଟ୍ର ପୋଲିସ

ନୂଆଦିଲ୍ଲୀ: ଭିଡ଼ିଓ ପ୍ଲାଟଫର୍ମ Youtube ବିରୋଧରେ ମହାରାଷ୍ଟ୍ର ପୋଲିସ ଗୁରୁବାର ଏକ ମାମଲା ରୁଜୁ କରିଛି । ଏହା ପୂର୍ବରୁ ରାଷ୍ଟ୍ରିୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(NCPCR) ଦ୍ୱାରା ୟୁଟ୍ୟୁବରେ କିଛି ଅପତ୍ତିଜନକ…

ରାମଲଲାଙ୍କ ପାଇଁ ୧୧ ଦିନିଆ ବିଶେଷ ରୀତିନୀତି, ଦେଶବାସୀଙ୍କ ପାଇଁ ଅଡିଓ ମେସେଜ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ ଥିବା ବେଳେ ଜୋରସୋରେରେ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ…

Houthi ବିଦ୍ରୋଦୀଙ୍କ ବିରୋଧରେ ଆମେରିକା ଓ ବ୍ରିଟେନର ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ବିଶ୍ୱରେ ରୁଷ- ୟୁକ୍ରେନ୍ ଏବଂ ଇସରାଏଲ- ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହି ଯୁଦ୍ଧରେ ଅନେକ ଧନ ଜୀବନ ହାନି ହୋଇଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।…

ମମତା ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଘରେ ଇଡ଼ି ରେଡ୍‌

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଚିନ୍ତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନଗର ନିଗମ ନିଯୁକ୍ତି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି । ଆଜି ସକାଳୁ…

ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ

ଆନନ୍ଦପୁର: ଆନନ୍ଦପୁର ସ୍ଥିତ ହସନପୁର ଟୋଲ ଗେଟ୍ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ଡ଼ିଭାଇଡ଼ରରେ ପିଟି ହୋଇ ଓଲଟିଲା କାର । ଫଳରେ କାରରେ ଥିବା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ପିପିଲିରେ ବ୍ୟାପୁଛି ଝାଡ଼ାବାନ୍ତି, ସପ୍ତାହରେ ନେଲାଣି ୨ ଜୀବନ

ପିପିଲି: ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରୀ । ଏହି ସମୟରେ ଋତୁ ପରିବର୍ତ୍ତନ ହେବା କାରଣରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଣାସର ଖଣ୍ଡହୋତାରେ ।…

ଚୀନର ‘ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ’ ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ

ଓଡ଼ିଶା ଭାସ୍କର: ବିଶ୍ୱର ବୃହତ୍ତମ ଅସ୍ଥାୟୀ ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ ଭାବେ ଚୀନର ହାର୍ବିନ୍ ଆଇସ୍ ସ୍ନୋ ୱାର୍ଲ୍ଡ(China’s Harbin Ice-Snow World) ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି । ୧୯୯୯ରେ ଏହି…