ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ସଫେଇ ଗାଡ଼ି , ଲୋକେ ଆତଙ୍କିତ

ଭୁବନେଶ୍ୱର: ରାସ୍ତା ମଝିରେ ଜଳିଗଲା ବିଏମସିର ସଫେଇ ଗାଡ଼ି । ଡମଣା ଛକ ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗିଥିଲା । ଧୂଆଁମୟ ହୋଇଯାଇଥିଲା ସମ୍ପୂର୍ଣ୍ଣ ବାତାବରଣ । ଘଟଣାସ୍ଥଳରେ ଲୋକେ ଛାନିଆ ହୋଇଯାଇଥିଲେ । ନିଆଁ…

ଚମ୍ପିଆନ୍ସ ଟ୍ରଫି ୨୦୨୫: ୬ଟି ଦେଶର ସ୍କ୍ୱାଡ୍ ଘୋଷଣା, ପଛେଇ ଗଲେ ଭାତର- ପାକିସ୍ତାନ, ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: ICC ଚମ୍ପିଆନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଆସନ୍ତା ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଜାରି ରହିବ । ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ମୋଟ୍ ୮ଟି ଦେଶର ଟିମ୍…

ମକରରେ ବଡ଼ ଅଘଟଣ; ଓଲଟିଲା ଡାଲା ଅଟୋ, ୧୩ ଆହତ, ୨ ଗୁରୁତର

ଆସିକା: ଆଜି ମକର ସଂକ୍ରାନ୍ତି ଅବସରରେ ଘଟିଯାଇଛି ବଡ଼ ଅଘଟଣ । ଡାଲା ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ପବିତ୍ର ମକର ବୁଡ଼ ପକାଇବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।…

ଦକ୍ଷିଣ ଅଫ୍ରିକାର ବଡ଼ ଅଘଟଣ; ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ବହୁ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରୁଥିଲେ । ଦକ୍ଷିଣ…

ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପବିତ୍ର ମକର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ ବୋଲି…

କିପରି ଅଛନ୍ତି ଟିକୁ ତଲସାନିଆ? ହେଲ୍ଥ ଅପଡେଟ୍ ଦେଲେ ତାଙ୍କ ଝିଅ ଶିଖା

ମୁମ୍ବାଇ: ଶନିବାର ଜଣାଶୁଣା ଅଭିନେତା ଟିକୁ ତଲସାନିଆଙ୍କୁ ହୃଦଘାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପରେ ତାଙ୍କ ପତ୍ନୀ ଦୀପ୍ତି ତଲସାନିଆ ପ୍ରକାଶ କରିଥିଲେ ଯେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଟିକୁ…

୧ କୋଟି ବୃଦ୍ଧି ପାଇଲା ଧନୁଯାତ୍ରା ଅନୁଦାନ, କଂସ ଦରବାରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି । ବରଗଡ଼ ଧନୁଯାତ୍ରାରେ ସାମିଲ ହୋଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଏହି ରାଶି ୧୦ ଲକ୍ଷ…

ଅଟୋରେ ଫେରୁଥିଲେ, ପଛପଟୁ ପିଟିଲା ପିକନିକ୍ ବସ୍, ୩ ଆହତ

ବାଙ୍କୀ: ବାରଙ୍ଗ ଥାନା ପାଟପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ପିକନିକ୍ ବସ୍ ଅଟୋକୁ ପଛପଟୁ ଧକ୍କା ଦେଇଛି । ଫଳରେ ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ଉତ୍ତେଜନା:…

ମୁଁ ଭିନ୍ନକ୍ଷମ ନୁହେଁ ମୁଁ ସକ୍ଷମ…କୁରକୁରେ, ଚିପ୍ସ ବିକ୍ରି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରବିନ୍ଦ୍ର

ଯାଜପୁର: ହ୍ୱିଲ୍ ଚେୟାରରେ ବସି ବି ସେ ଆଜି ଆତ୍ମନିର୍ଭର । ତାଙ୍କ ଇଚ୍ଛା ଶକ୍ତି ଓ ମନୋବଳ ସାମ୍ନାରେ ହାର ମାନିଛି ଭିନ୍ନକ୍ଷମତା । ହ୍ୱିଲ୍ ଚେୟାରରେ କୁରକୁରେ, ଚିପ୍ସ ବିକ୍ରି କରି ଘର ଚଳାଉଛନ୍ତି । ଏଭଳି ଏକ…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, SLR ସହ ୫୨ଟି ଅଫୁଟା ଗୁଳି ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଜିନେଲଡ଼ା ଠାରେ ମାଓବାଦୀମାନେ ବିସ୍ପୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ କୋଣସି ଯୋଜନା କରୁଥିବାର ସୂଚନା…