ଦିନେ ଥିଲେ କ୍ରିକେଟର ଆଜି BCCI ସମ୍ପାଦକ, ଜାଣନ୍ତୁ ଜୟ ଶାହଙ୍କୁ ରିପ୍ଲେସ୍ କରିଥିବା ଦେବଜିତ ସାଇକିଆ କିଏ ?
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(BCCI )ଦେବଜିତ ସାଇକିଆଙ୍କୁ ଏହାର ନୂତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛି । ରବିବାର BCCIର ସ୍ପେଶାଲ ଜେନେରାଲ ମିଟିଂରେ ଏନେଇ ଅଧିକାରିକ ଘୋଷଣା…