କ୍ୟାଟ୍ରିନାଙ୍କ କ୍ୟାରିୟର ଉପରେ ଝୁଲୁଥିଲା ଖଣ୍ଡା… ଏହି ବଲିଉଡ଼ ହିରୋଙ୍କ ସାହାରା ପାଇଁ ବଦଳିଲା ଭାଗ୍ୟ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ୨୦୦୩ରେ କ୍ରାଇମ୍ ଥ୍ରିଲର ଫିଲ୍ମ ‘ବୁମ୍’ରୁ ସେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ‘ମୈନେ ପ୍ୟାର କ୍ୟୁଁ କିୟା’ ଫିଲ୍ମରୁ ମିଳିଥିବା…