US Election 2024: ବିଦେଶ ନୀତି, ଇମିଗ୍ରେସନ୍‌, ଅର୍ଥନୀତି… ଜାଣନ୍ତୁ କେଉଁ ପ୍ରସଙ୍ଗ ଉପରେ ନିର୍ଭର କରୁଛି ମତଦାନ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ପ୍ରଚାର ଅଭିଯାନ ଅନ୍ତିମ ପର୍ଯ୍ୟାୟରେ । ଏହି ନିର୍ବାଚନରେ ଡେମୋକ୍ରେଟ୍ସ କମଲା ହାରିସ୍ ଏବଂ ରିପବ୍ଲିକନ୍…

Aadhaarରେ ନିଯୁକ୍ତି ସୁଯୋଗ, ବିନା ଲିଖିତ ପରୀକ୍ଷାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା

ଓଡ଼ିଶା ଭାସ୍କର: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(UIDAI)ରେ ନିଯୁକ୍ତି ସୁଯୋଗ । UIDAI ଏହାର ହାଇଦ୍ରାବାଦ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଡେପୁଟି ଡାଇରେକ୍ଟର ଏବଂ ସିନିୟର ଆକାଉଣ୍ଟାଣ୍ଟ ଅଫିସର…

ବାରରେ ନାଚ ସମ୍ପୂର୍ଣ୍ଣ ବ୍ୟାନ୍, ରଦ୍ଦ ହୋଇପାରେ ଲାଇସେନ୍ସ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ବାରକୁ ନେଇ କଠୋର ହୋଇଛି ଅବକାରୀ ବିଭାଗ । ବାରରେ ଗୀତ ଗାଇବା ଛଡ଼ା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆଣାଯାଇଥିବା ଏହି ଗାଇଡଲାଇନ କୁ ଉଲଂଘନ କଲେ ନିଆଯିବ କୋଠର…

ନିର୍ବାଚନ ପୂର୍ବରୁ ୟୁପିରେ ପୋଷ୍ଟର ୱାର୍‌; ‘ଏକଜୁଟ ହେଲେ ଜିତିବା’ ସମାଜବାଦୀ ପାର୍ଟିର ନୂଆ ପୋଷ୍ଟରକୁ ନେଇ ବିଜେପିର ସମାଲୋଚନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ଉପ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ରାଜ୍ୟରେ ପୋଷ୍ଟର ୱାର୍ ଆରମ୍ଭ ହୋଇଛି । ବିଜେପି ଏହାର ପୋଷ୍ଟରରେ ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ…

ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ: ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନଥିବା ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ‘ପ୍ରାଥମିକ ଆଲୋଚନାରୁ କୌଣସି…

ସାରା- ଅର୍ଜୁନଙ୍କ ସିକ୍ରେଟ୍ ଡେଟକୁ ନେଇ ଚର୍ଚ୍ଚା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡର ନଟଖଟ୍ ତଥା ଚୁଲବୁଲି ଅଭିନେତ୍ରୀ ସାରା ଅଲି ଖାନ୍ । ଫିଲ୍ମ ଠାରୁ ଅଧିକ ତାଙ୍କ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ । ନିକଟରେ ସାରା ଆଲି ଖାନ୍…

କେନାଲ କାମ ସମୟରେ ଅଘଟଣ; ଝିଅ ମୃତ, ଗୁରୁତର ଅବସ୍ଥାରେ ବାପା ମେଡିକାଲରେ ଭର୍ତ୍ତି

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତରେ କେନାଲ କାମ ଚାଲୁଥିବା ବେଳେ ଅଘଟଣ । ରେଙ୍ଗାଳି କେନାଲର ମାଟି ଅତଡ଼ା ଧସିବାରୁ ପୋତି ହୋଇଯାଇଥିଲେ ବାପା- ଝିଅ । ଖବର ପାଇ ପୋଲିସ ଓ…

‘ତିରୁମାଲା’ରେ ସମସ୍ତ କର୍ମଚାରୀ ହିନ୍ଦୁ ହେବା ଉଚିତ, TTD ବୋର୍ଡ଼ର ନୂତନ ଅଧ୍ୟକ୍ଷଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ‘ଭଗବାନ ଭେଙ୍କଟେଶ୍ୱର ନିବାସ ତିରୁମାଲାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାର ହିନ୍ଦୁ ହେବା ଜରୁରୀ’ ବୋଲି ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମ(TTD) ବୋର୍ଡ଼ର ନୂତନ ଅଧ୍ୟକ୍ଷ ବି ଆର ନାଇଡୁ ସୂଚନା…

ଆତସବାଜି ବଢ଼ାଇଲା ଟେନସନ୍‌, ଦୀପାବଳି ପାଇଁ ୩୦% ବଢ଼ିଲା ଦିଲ୍ଲୀର AQI ସ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣ ସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୀପାବଳି ଦିନ ଧୂଆଁମୟ ହୋଇଯାଇଥିଲା ଦିଲୀର ବାତାବରଣ । ବର୍ତ୍ତମାନ ଏହା ପୁଣି ଥରେ ଦୀଲ୍ଲୀବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କେନ୍ଦ୍ରୀୟ…

ମାଛ ଧରା ଉପରେ ଲାଗିଲା କଟକଣା, ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଓଡ଼ିଶା ଭାସ୍କର: ସମୁଦ୍ର ମୁହାଣରେ ମାଛ ଧରିବା ଉପରେ ଲାଗିଲା କଟକଣା । ଆଜିଠାରୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ଧରି ମାଛ ଧରିବା ମନା । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରାକୁ ନିଷେଧ କାଯାଇଛି । ଗହୀରମଥା…