ମହାପ୍ରଭୁଙ୍କ ଦର୍ଶନ କରିବା ସବୁବେଳେ ମୋ ପାଇଁ ଏକ ଅଧ୍ୟାତ୍ମିକ ଅନୁଭବ: ଦ୍ରୌପଦୀ ମୁର୍ମୁ
ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚିଥିଲେ । ତାଙ୍କ ବିମାନ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲା । ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ…