ଇରାନର କୋଇଲା ଖଣିରେ ବିସ୍ଫୋରଣ ଘଟଣା; ୩୦ ମୃତ, ୧୭ ଗୁରୁତର, ଜଣାପଡ଼ିଲା ବିସ୍ଫୋରଣର କାରଣ

ତେହରାନ୍‌: ଲେବନାନରେ ଇରାନ ସମର୍ଥିତ ହିଜବୁଲ୍ଲାରେ ଇସରାଏଲ ଆକ୍ରମଣ ମଧ୍ୟରେ ଇରାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବ ଇରାନ୍ ସ୍ଥିତ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ ୩୦ ଜଣ ପ୍ରାଣ…

ଆପଣ Insulin Resistanceର ଶିକାର ହୋଇନାହାଁନ୍ତି ତ ? ଏହି ୫ଟି ଲକ୍ଷଣ ଦେଖାଗଲେ ହୋଇଯାନ୍ତୁ ଆଲର୍ଟ

ଓଡ଼ିଶା ଭାସ୍କର: ଅଧିକାଂଶ ଡାଇବେଟିସ୍ ରୋଗୀ ଇନସୁଲିନ୍ ରେଜିଷ୍ଟାନ୍ସ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଇନସୁଲିନ୍ ହେଉଛି ଏକ ହରମୋନ୍ ଯାହା ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ଖାଦ୍ୟକୁ ଶକ୍ତିରେ ପରିଣତ…

Health Tips: ପିରିୟଡ ସମୟରେ କପଡ଼ା ବ୍ୟବହାର କରୁଛନ୍ତି କି ? ବୃଦ୍ଧି ପାଇଥାଏ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର: ଭାରତରେ ସର୍ଭାଇକାଲ କର୍କଟ(Cervical Cancer) ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ସବୁଠାର ବଡ଼ କାରଣ ହେଉଛି ପିରିୟଡ ସମୟରେ ସ୍ୱଚ୍ଛତାର ଅଭାବ । ଆଜିର ଆଧୁନିକ ଯୁଗରେ…

(Video): ସୀମା ଟପିଲେ କଂଗ୍ରେସ ସାଂସଦ, ପ୍ରଚାର ସମୟରେ ବୃଦ୍ଧଙ୍କୁ ମାରିଲେ ଗୋଇଠା

ଚଣ୍ଡିଗଡ଼: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ମହିଳାଙ୍କ ବିରୋଧରେ ଭୁଲ ଟିପ୍ପଣୀ ଦେବା ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ…

୮୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଦୁଇ ଗିରଫ

ସାଲେପୁର: ଦିନକୁ ଦିନ ବ୍ରାଉନ୍ ସୁଗାର ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ପୋଲିସଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାଲେପୁରରେ ।…

ଦିପାବଳୀ ପାଇଁ ଫ୍ଲାଇଟ୍ ବୁକିଂ ୮୫% ବୃଦ୍ଧି ପାଇଛି, ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: ପ୍ରତି ବର୍ଷ ଆଲୋକର ପର୍ବ ଦିପାବଳୀ ବହୁତ ଧୁମଧାମରେ ପାଳନ କରିଥାନ୍ତି ଦେଶବାସୀ । ଦିପାବଳୀର ପର୍ବ ପରିବାର ସହ ପାଳନ କରିବା ପାଇଁ ବ୍ୟକ୍ତି ଜଣଙ୍କ ଅନେକ ଦିନ ପୂର୍ବରୁ ଟ୍ରେନ୍‌, ବସ୍ ଓ ଫ୍ଲାଇଟ୍ ଟିକେଟ୍…

ମୋଦୀଙ୍କ ଆମେରିକା ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତକୁ QUAD ସମିଟରୁ କ’ଣ ଫାଇଦା ହେବ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତକୁ ଯାଇଛନ୍ତି । ଆମେରିକା…

‘ଋଷଭ ଆଉ ମୋ ଭିତରେ…’, ଗୁଜବ ଏବଂ ମିମ୍ସକୁ ନେଇ ଏପରି କହିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ଼ର ହଟ୍ ଆଣ୍ଡ୍ ଗ୍ଲାମରସ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା । ନିଜ ଫିଲ୍ମ ଠାରୁ ଅଧିକ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଲାଇମଲାଇଟରେ ରହିଆସିଛନ୍ତି । ନିକଟରେ ବିଶିଷ୍ଟ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସହ…

ପରୀକ୍ଷା ପାଇଁ ୫ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ଚିଟିଂ ଏବଂ ପେପର ଲିକ୍ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ରାଞ୍ଚି: ଝାଡ଼ଖଣ୍ଡରେ ଜେନେରାଲ ଗ୍ରାଜୁଏଟ୍ ଲେଭଲ କମ୍ପେଟେଟିଭ୍ ଏକଜାମିନେସନ୍‌(JGGLCCE)କୁ ଶୃଙ୍ଖଳିତ କରିବା ଦିଗରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଶନିବାର ଏବଂ ରବିବାର ହେବାକୁ ଥିବା ଏହି ପରୀକ୍ଷାକୁ…

୩ ଦିନିଆ ଆମରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, QUAD ଶିଖର ସମ୍ମିଳନୀରେ ହେବେ ସାମିଲ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ପାଇଁ ପ୍ରସ୍ଥାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ୱିଲମିଙ୍ଗଟନରେ ଆୟୋଜିତ ୬ଷ୍ଠ କ୍ୱାଡ୍ ଶିଖର…