ସୋସିଆଲ ମିଡିଆର ଅଧିକ ବ୍ୟବହାର ବିଗାଡିଦେଇଥାଏ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ, ଏପରି ପାଆନ୍ତୁ ମୁକ୍ତି
ଓଡ଼ିଶା ଭାସ୍କର: ଆମ ମଧ୍ୟରୁ ଅଧିକାଂଶ ଲୋକ ସକାଳୁ ନିଦରୁ ଉଠିବା ମାତ୍ରେ ସୋସିଆଲ ମିଡିଆ ଚେକ୍ କରିଥାନ୍ତି । ଏହା ନ କରିବା ପର୍ଯ୍ୟନ୍ତ ସେମାନଙ୍କ ମନ ଅସ୍ଥିର ରହିଥାଏ । ଆଜିର ଏହି ଡିଜିଟାଲ ଯୁଗରେ ମଣିଷ ସୋସିଆଲ…